ଚଉଠି ରାତିରେ ନବବିବାହିତା କାହିଁକି ଧରି ଆସିଥାଏ କ୍ଷୀର ଗ୍ଲାସ , କ’ଣ ରହିଛି ଆଧ୍ୟାତ୍ମିକ କାରଣ

ଘରେ କଣରେ ଦିକିଦିକି ହୋଇ ଜଳୁଥାଏ ଦୀପଟିଏ। ପୋଡା ନଡ଼ିଆ ଅପେକ୍ଷା କରିଥାଏ ସେହି ଅପ୍ରତ୍ୟାଶିତ ମୁହୂର୍ତ୍ତକୁ। ଯେଉଁଠି କୂଳଦୀପକୁ ସାକ୍ଷୀ ରଖି ମିଶିଯିବ ୨ଟି ଶରୀର, ଦୁଇଟି ଆତ୍ମା। ଆମ କଥା ଶୁଣି ଆପଣ ଅଡୁଆରେ ପଡିବେଣି। ହଠାତ୍ ଆମେ ଏମିତି କ’ଣ ଲେଖିପକାଉଛୁ ବୋଲି। ବାସ୍ତବରରେ, ଆମେ ଆପଣଙ୍କୁ ବାସର ରାତିର କଥା କହୁଛୁ। ଏମିତି କିଛି କଥା ଯାହା ଆପଣ ଟିଭି ପରଦାରେ ଦେଖିଥିବେ, ହୁଏତ ବୁଝିପାରି ନ ଥିବେ। ଚାଲନ୍ତୁ ଜାଣିବା […]

khira

khira

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 10:03 PM IST

ଘରେ କଣରେ ଦିକିଦିକି ହୋଇ ଜଳୁଥାଏ ଦୀପଟିଏ। ପୋଡା ନଡ଼ିଆ ଅପେକ୍ଷା କରିଥାଏ ସେହି ଅପ୍ରତ୍ୟାଶିତ ମୁହୂର୍ତ୍ତକୁ। ଯେଉଁଠି କୂଳଦୀପକୁ ସାକ୍ଷୀ ରଖି ମିଶିଯିବ ୨ଟି ଶରୀର, ଦୁଇଟି ଆତ୍ମା। ଆମ କଥା ଶୁଣି ଆପଣ ଅଡୁଆରେ ପଡିବେଣି। ହଠାତ୍ ଆମେ ଏମିତି କ’ଣ ଲେଖିପକାଉଛୁ ବୋଲି। ବାସ୍ତବରରେ, ଆମେ ଆପଣଙ୍କୁ ବାସର ରାତିର କଥା କହୁଛୁ। ଏମିତି କିଛି କଥା ଯାହା ଆପଣ ଟିଭି ପରଦାରେ ଦେଖିଥିବେ, ହୁଏତ ବୁଝିପାରି ନ ଥିବେ। ଚାଲନ୍ତୁ ଜାଣିବା ସେ ସମ୍ପର୍କରେ।

ପ୍ରତ୍ୟେକ ମଣିଷ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଦିନଟିକୁ ପ୍ରତ୍ୟେକ ଦମ୍ପତି  ଅତି ଖାସ୍‌ କରିବାକୁ ଚାହାନ୍ତି ।  ସେଥିପାଇଁ ବାହାଘରରେ ଅନେକ ରୀତି ନୀତି ପରମ୍ପରା ଅଛି। ଏହି ସବୁ ପରମ୍ପରା ଧାର୍ମିକ ସହ ଜଡ଼ିତ ଥିବା ସହ ଏହାର ବ୍ୟବହାରିକ ଦୃଷ୍ଟି କୋଣ ବି ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ବିବାହ ପରମ୍ପରାରେ କିଛି ଭିନ୍ନ ବିଶେଷତ୍ୱ ଅଛି। ଯାହା ଖୁବ୍ ରୋଚକପୂର୍ଣ୍ଣ।  ସେଥିରୁ ଆମେ ଗୋଟିଏ ପରମ୍ପରା ଉପରେ ଉଦାହରଣ ଦେଉଛୁ। ତାହା ହେଉଛି ବିବାହ ପରେ ଚଉଠି ରାତିରେ ନବ ବିବାହିତ କନ୍ୟା ବରପାଇଁ କାହିଁକି ଖିର ଗ୍ଲାସ୍‌ ଧରି ଆସିଥାଏ।

ଯେଉଁ କାରଣ ପାଇଁ ଚତୁର୍ଥୀ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କ  ଅଧିକ ମଜଭୁତ୍‌  ହୋଇଥାଏ। ଏହାପଛରେ ବୈଜ୍ଞାନିକ ଏବଂ ଧାର୍ମିକ କାରଣ ମଧ୍ୟ ରହିଛି। ଧାର୍ମିକ କାରଣ ଅନୁଯାୟୀ କ୍ଷୀର ସହ ଶୁକ୍ର ଏବଂ ଚନ୍ଦ୍ର ଗ୍ରହ ସହିତ ସମ୍ପର୍କ ରହିଛି। ଶୁକ୍ର ପୁରୁଷର ଶୁକ୍ରାଣୁ ଏବଂ କାମନାର ଇଚ୍ଛାକୁ ପ୍ରଭାବିତ କରିଥାଏ। ବୈବାହିକ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ଏହି ଦୁଇଟି ଜିନିଷ ସମ୍ପୂର୍ଣ୍ଣ ଅପରିହାର୍ଯ୍ୟ। ଏହି ଉଦ୍ଦେଶ୍ୟରେ କନ୍ୟା ବର ପାଇଁ କ୍ଷୀର ଗ୍ଲାସ ନେଇ ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରକୁ ମନର କାରକ ବୋଲି ବିଚାର କରାଯାଏ।

ଏହା ମଣିଷର ପାଚନତନ୍ତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ। ସେହିପରି ସୁହାଗରାତିରେ ମନ ଅଧର୍ଯ୍ୟ ହେବାର କାରଣ ହଜମ ପ୍ରକିୟା ଉପରେ ନକରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିବା। କ୍ଷୀର ମନକୁ ଶାନ୍ତ ରଖିବା ସହ ସୁଖନିଦ୍ରା ମଧ୍ୟ ହୋଇଥାଏ।  କନ୍ୟାଙ୍କ ଏହି ଉପହାର ବଦଳରେ ବର କନ୍ୟାକୁ ମୁହଁ ଦେଖା କିଛି ଉପହାପର ମଧ୍ୟ ଦେଇଥାଏ। ଯାହା ଦ୍ୱାରା ପରସ୍ପର ମଧ୍ୟରେ ବିଶ୍ୱାସ ବଢିଥାଏ। ଯାହା ସଂପର୍କକୁ ଆଗକୁ ନେବାରେ ସହାୟକ ହୋଇଥାଏ। ସେହିପରି ବୈଜ୍ଞାନିକ କାରଣ ଅନୁଯାୟୀ, କ୍ଷୀରରେ  ସେକ୍ସ  ହର୍ମନ୍‌ ଟେଷ୍ଟୋଷ୍ଟେରୋନ ଓ ଏଷ୍ଟ୍ରୋଜେନ୍‌କୁ ବଢାଇଥାଏ। ଏହି ସବୁ କାରଣ ପାଇଁ ବାସର ରାତିରେ କନ୍ୟା ବର ପାଇଁ କ୍ଷୀର ନେଇ ଆସିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story