ଡି’ ବ୍ରଦର୍ସଙ୍କୁ ପୋଲିସ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ

କଟକ: ଡି’ ବ୍ରଦର୍ସଙ୍କୁ ପୋଲିସ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ଓକିଲ ଅଭିଯୋଗ କରିଛନ୍ତି। ଏ ନେଇ ସେ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ପଲିଗ୍ରାଫ ଟେଷ୍ଟ ଲାଗି ରାଜି ହେବାକୁ ଉଭୟଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ତାଙ୍କ ଓକିଲ ଅଭିଯୋଗରେ ଦର୍ଶାଇଛନ୍ତି। ଗତକାଲି ଦୁଇ ଭାଇଙ୍କୁ କୋର୍ଟରେ ହାଜର କରାଯିବାର ଥିଲେ ମଧ୍ୟ ପୋଲିସ ଏପରି କରି ନ ଥିଲା। ତେଣୁ ଯେକୌଣସି ସମୟରେ ଓକିଲଙ୍କ ସହ ଦୁଇଭାଇ ସାକ୍ଷାତ […]

d-brothers

d-brothers

Rakesh Mallick
  • Published: Friday, 12 February 2016
  • Updated: 12 February 2016, 09:24 AM IST

Sports

Latest News

କଟକ: ଡି’ ବ୍ରଦର୍ସଙ୍କୁ ପୋଲିସ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ଓକିଲ ଅଭିଯୋଗ କରିଛନ୍ତି। ଏ ନେଇ ସେ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ପଲିଗ୍ରାଫ ଟେଷ୍ଟ ଲାଗି ରାଜି ହେବାକୁ ଉଭୟଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ତାଙ୍କ ଓକିଲ ଅଭିଯୋଗରେ ଦର୍ଶାଇଛନ୍ତି। ଗତକାଲି ଦୁଇ ଭାଇଙ୍କୁ କୋର୍ଟରେ ହାଜର କରାଯିବାର ଥିଲେ ମଧ୍ୟ ପୋଲିସ ଏପରି କରି ନ ଥିଲା। ତେଣୁ ଯେକୌଣସି ସମୟରେ ଓକିଲଙ୍କ ସହ ଦୁଇଭାଇ ସାକ୍ଷାତ କରିବାର ବ୍ୟବସ୍ଥା କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଏହି ଆବେଦନର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି।

ସୂଚନାଯୋଗ୍ୟ, ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କ ଗତକାଲି ପଲିଗ୍ରାଫ ଟେଷ୍ଟ ଲାଗି ଅନୁମତି ନେବାକୁ କୋର୍ଟରେ ହାଜର କରାଯିବାର ଥିଲା। ତେବେ ପୂର୍ବଦିନ ରାତିରେ ସେମାନଙ୍କ ଜଣେ ସହଯୋଗୀ ତଥା ସାର୍ପ ସୁଟର ଭାବେ କାମ କରୁଥିବା ଲିଟୁଆକୁ ଜେରା ବେଳେ ଦୀପୁ ଓ ଓମ୍‌ ହତ୍ୟା ସମ୍ପର୍କରେ ତଥ୍ୟ ପୋଲିସର ହସ୍ତଗତ ହୋଇଥିଲା। ତେଣୁ ପୋଲିସ ଦୁଇଭାଇଙ୍କୁ କୋର୍ଟରେ ହାଜର ନ କରି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ରାଜ୍ୟ ବାହାରକୁ ତଦନ୍ତ ଲାଗି ଯାଇଥିଲା।

ଅନ୍ୟପକ୍ଷେ ଡି’ ବ୍ରଦର୍ସଙ୍କର କେଉଁ କେଉଁ ମାଫିଅଙ୍କ ସହ ସମ୍ପର୍କ ଥିଲା। ସେମାନେ ଏହି ବିଶାଳ ସାମ୍ରାଜ୍ୟ ଗଢିବା ପଛରେ କାହାର ହାତ ଥିଲା ତାହା ଜାଣିବାକୁ ପୋଲିସ ଖୋଳତାଡ ଚଳାଇଛି। ଏପରି କି ପୋଲିସ କିଛି ମାଫିଆଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ସ୍କାନରରେ ରଖିଛି।

ଭାଇଜାଗ୍‌ରେ ଡି’ ବ୍ରଦର୍ସଙ୍କର ଥିବା ଏକ ଭଡା ଘର ଯାଞ୍ଚ ବେଳେ ଦୀପୁର ଏକ ଫଟୋ ଓ ଡ୍ରାଇଭିଂ ଲାଇସିନ୍ସଂ ପୋଲିସକୁ ମିଳିଥିଲା। ଏହାକୁ ଆଧାର କରି ପୋଲିସ ତା’ର ତଦନ୍ତକୁ ଆଗେଇ ଥିଲା।

ଦୀପୁକୁ ହତ୍ୟା କରାଯାଇଥିବା ନେଇ ତା’ର ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ନ ଥିଲା। ଫଳରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଏକ ମାମଲା ରୁଜୁ ହେବା ସହ ଦୁଇ ଭାଇ ଗିରଫ ମଧ୍ୟ ହୋଇଥିଲେ।

ସେହିପରି ଗତ ମଙ୍ଗଳବାର ଓମ୍‌ ପ୍ରକାଶ ହତ୍ୟା ଘଟଣାରେ ଚାଉଳିଆଗଞ୍ଜ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିଇଥିଲା। ଓମ୍‌କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଏତଲାରେ ଦର୍ଶା ଯାଇଛି। ସେତେବେଳେ ଓମ୍‌କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଜାଣି ପାରିଥିଲେ ମଧ୍ୟ ଭୟରେ ମୁହଁ ଖୋଲି ନ ଥିଲେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story