ଦେବଗଡ: ମା’କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ଦେବଗଡ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ କାଳିଆ ଖମାର ଗ୍ରାମରେ ମିଥୁନ କୁଅଁର (୧୯) ତାଙ୍କ ମା’ ପ୍ରତୀମାଙ୍କୁ ରବିବାର ରାତିରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମିଥୁନକୁ ଗିରଫ କରିଛି। ମୃତା ପ୍ରତୀମା ଢୋଲପଡା ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ […]

Murder-in-debagard

Murder-in-debagard

Rakesh Mallick
  • Published: Monday, 05 October 2015
  • Updated: 05 October 2015, 01:23 PM IST

Sports

Latest News

Murder-in-debagardଦେବଗଡ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ କାଳିଆ ଖମାର ଗ୍ରାମରେ ମିଥୁନ କୁଅଁର (୧୯) ତାଙ୍କ ମା’ ପ୍ରତୀମାଙ୍କୁ ରବିବାର ରାତିରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମିଥୁନକୁ ଗିରଫ କରିଛି। ମୃତା ପ୍ରତୀମା ଢୋଲପଡା ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଢୋଲପଡ଼ା ଗ୍ରାମର ଉଦ୍ଧବ କୁଅଁର ବାହାରକୁ କାମ କରିବାକୁ ଯାଇଥିବା ବେଳେ ଘରେ ପତ୍ନୀ ପ୍ରତିମା ଓ ସାନ ପୁଅ ମିଥୁନ ରହୁଥିଲେ। କିଛିଦିନ ହେବ ମିଥୁନ ଦେହ ଖରାପ ରହିବାରୁ ରବିବାର ସନ୍ଧ୍ୟାରେ ପ୍ରତିମା ତାକୁ ନିକଟସ୍ଥ କାଳିଆଖମାର ଗ୍ରାମରେ ଥିବା ତାରିଣୀ ପୀଠକୁ ନେଇଥିଲେ। ସେଠାରୁ ଫେରିବା ପରେ ରବିବାର ବିଳମ୍ବିତ ରାତିରେ ମିଥୁନ ପ୍ରତିମାଙ୍କ କାମୁଡି ରକ୍ତାକ୍ତ କରିବା ସହ ତଣ୍ଟି ପିଚି ହତ୍ୟା କରିଥିଲା । ପରେ ସେ ଗାଁ ନିକଟରେ ହେଉଥିବା ଅପେରା ସ୍ଥଳକୁ ଯାଇ ଦୋକାନ ଭଙ୍ଗାରୁଜା କରିଥିଲା। ଏହି ସମୟରେ ଗ୍ରାମବାସୀ ତାକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story