ଖଣି ପ୍ରଭାବିତ ୫୦୮ଟି ଗାଁରେ କାର୍ଯ୍ୟକାରୀ ହେବ ଏସପିଭି ଯୋଜନା, ଖର୍ଚ୍ଚ ହେବ ୯୦୦ କୋଟି

ଭୁବନେଶ୍ୱର: ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟକାରୀ ହେବ ଏସପିଭି ଯୋଜନା।  ଖଣି ପ୍ରଭାବିତ ୮ଟି ଜିଲ୍ଲାର ୫୦୮ଟି ଗାଁରେ ବିକାଶ ପାଇଁ ଏଭଳି ଯୋଜନା କରାଯାଇଛି। ଏଥିପାଇଁ ୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ସଚ୍ଚିବାଳୟରେ ଏକ ବୈଠକରେ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଲୋଚନା କରିଥିଲେ। କେନ୍ଦୁଝର, ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାର ୫୦୮ ଗାଁରେ ଏହି ଯୋଜନା କାର୍ଯ୍ୟକାରୀ […]

sursh-mohapatra

sursh-mohapatra

Rakesh Mallick
  • Published: Monday, 11 January 2016
  • Updated: 11 January 2016, 08:32 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟକାରୀ ହେବ ଏସପିଭି ଯୋଜନା।  ଖଣି ପ୍ରଭାବିତ ୮ଟି ଜିଲ୍ଲାର ୫୦୮ଟି ଗାଁରେ ବିକାଶ ପାଇଁ ଏଭଳି ଯୋଜନା କରାଯାଇଛି। ଏଥିପାଇଁ ୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ସଚ୍ଚିବାଳୟରେ ଏକ ବୈଠକରେ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଲୋଚନା କରିଥିଲେ।

କେନ୍ଦୁଝର, ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାର ୫୦୮ ଗାଁରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର।।

ସେ କହିଛନ୍ତି, ରାଜ୍ୟର ଯେଉଁ ସବୁ ସ୍ଥାନରୁ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଛି, ତାହାର ଆଖପାଖ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ୯୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ଆଡିସନାଲ୍ କାମ୍ପା ଫଣ୍ଡରୁ ୫୦ ପ୍ରତିଶତ ଅର୍ଥ ଅଣାଯିବ। ବିଶେଷ କରି ଖଣି ଆଖପାଖ ଅଞ୍ଚଳର ଗାଁଗୁଡ଼ିକରେ ଘର, ପାନୀୟ ଜଳ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ଗାଁଗୁଡ଼ିକର ସମସ୍ତ ମାଟି ଘରକୁ ପକ୍କା ଘର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।

ସେ କହିଛନ୍ତି ଯେ ଏହି ଯୋଜନାରୁ ୮ଟି ଜିଲ୍ଲାର ୫୦୮ଟି ଗାଁ ଉପକୃତ ହେବାକୁ ଥିବା ବେଳେ ଏଥି ମଧ୍ୟରେ କେନ୍ଦୁଝର ଜିଲ୍ଲାର ୧୯୨ଟି ଗାଁ ଥିବା ବେଳେ ସୁନ୍ଦରଗଡ଼ର ୧୨୯ଟି, ଝାରସୁଗୁଡ଼ାର ୫୭ଟି, ଯାଜପୁରର ୩୧ଟି ଓ ଅନୁଗୋଳର ୭୬ଟି ଗାଁ ରହିଛି।

ସୁରେଶ ମହାପାତ୍ର କହିଛନ୍ତି,  ମୁଖ୍ୟ ଶାସନ ସଚିବ ଏସପିଭିର ମୁଖ୍ୟ ଅଛନ୍ତି। ଖୁବଶୀଘ୍ର ଏସପିଭିର ବୈଠକ ବସିବ। ଏଥିରେ ଚୂଡ଼ାନ୍ତ ପ୍ରୋଜେକ୍ଟ ରିପୋର୍ଟଗୁଡ଼ିକୁ ଅନୁମୋଦନ କରାଯାଇ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ। ଏଥିରେ ପଞ୍ଚାୟତିରାଜ ଓ ଆରଡି ବିଭାଗକୁ ମଧ୍ୟ ସାମିଲ କରାଯିବ। ସେମାନଙ୍କ ମାଧ୍ୟମରେ ଏସପିଭି ଯୋଜନାକୁ କାର୍ଯ୍ୟକାରୀ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story