ଜଗନ୍ନାଥ ମନ୍ଦିର ସମସ୍ତଙ୍କୁ ଶାନ୍ତି ଦେଇଥାଏ: ଅମୀତ ଶାହା

ପୁରୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା  ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ପରେ ସେ ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ କହିଥିଲେ,“ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ସମସ୍ତଙ୍କୁ ଶାନ୍ତି ଦେଇଥାଏ। ସିଏ ଗରିବ ହେଉ ବା ମହାରାଜ। ସେଠି ମହାପ୍ରଭୁ କାହାକୁ ପାତର ଅନ୍ତର କରନ୍ତି ନାହିଁ।” ସେ କହିଛନ୍ତି,“ମଣିଷ ଜୀବନରେ ଉତ୍‌ଥାନ ଓ ପତ୍ତନ ଆସିଥାଏ। ମାତ୍ର ମହାପ୍ରଭୁଙ୍କ ଶରଣକୁ ଆସିଲେ ଆତ୍ମଶାନ୍ତି ମିଳିଥାଏ। ଗୋବର୍ଦ୍ଧନ ପୀଠରେ ବିମଳା ମା’ଙ୍କ ମନ୍ଦିର ପ୍ରତିଷ୍ଠା […]

amitsaha

amitsaha

Rakesh Mallick
  • Published: Friday, 20 January 2017
  • Updated: 20 January 2017, 10:51 PM IST

Sports

Latest News

ପୁରୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା  ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ପରେ ସେ ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ କହିଥିଲେ,“ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ସମସ୍ତଙ୍କୁ ଶାନ୍ତି ଦେଇଥାଏ। ସିଏ ଗରିବ ହେଉ ବା ମହାରାଜ। ସେଠି ମହାପ୍ରଭୁ କାହାକୁ ପାତର ଅନ୍ତର କରନ୍ତି ନାହିଁ।”

ସେ କହିଛନ୍ତି,“ମଣିଷ ଜୀବନରେ ଉତ୍‌ଥାନ ଓ ପତ୍ତନ ଆସିଥାଏ। ମାତ୍ର ମହାପ୍ରଭୁଙ୍କ ଶରଣକୁ ଆସିଲେ ଆତ୍ମଶାନ୍ତି ମିଳିଥାଏ। ଗୋବର୍ଦ୍ଧନ ପୀଠରେ ବିମଳା ମା’ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ରାଜ୍ୟ ତଥ୍ୟ ବାହାରୁ ଆସୁଥିବା ଭକ୍ତମାନେ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମୋତେ ନିମନ୍ତ୍ରଣ କରାଯାଇଥିବାରୁ ମୁଁ ଗଜପତିଙ୍କୁ ଧନ୍ୟବାଦ ଜଣାଉଛି।”

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

ଏହି ଗସ୍ତ ରାଜନୈତିକ ପ୍ରଣୋଦିତ ହୋଇ ନ ଥିଲେ ମଧ୍ୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁ ପୁରୀ ଯିବା ରାସ୍ତାରେ ୬ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story