ଷ୍ଟିଙ୍ଗ୍‌ ଅପରେସନ୍‌ ମାମଲା: ଭୁବନେଶ୍ୱର ଓ ବାଲେଶ୍ୱରରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ବିଜେଡିର ୪ଜଣ ବିଧାୟକ ଷ୍ଟିଙ୍ଗ୍‌ ଅପରେସନ୍‌ରେ ଧରାପଡ଼ିବା ମାମଲାରେ ଆଜି ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ଓ ବାଲେଶ୍ୱରରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ଇଣ୍ଡିଆ ୨୪X୭ ୱେବ୍ ଚ୍ୟାନେଲ୍ ଉପରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ସେଲ୍ ଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ସେଠାରୁ ଭିଜିଲାନ୍ସ ଟିମ୍‌ ୩ଟି ଲାପ୍‌ଟପ୍‌, ୩ଟି ହାର୍ଡଡିସ୍କ, ୫ଟଇ ପେନ୍‌ ଡ୍ରାଇଭ ଓ ରେକର୍ଡର ଜବତ କରିଛି। ହାର୍ଡଡିସ୍କରୁ କିଛି ପୁରୁଣା ଫାଇଲ୍‌ ଡିଲିଟ୍‌ କରିଦିଆଯାଇଛି। ଏଗୁଡିକ ଟେଷ୍ଟ ପାଇଁ ଫୋରେନସିକ୍‌ […]

stingoperation

stingoperation

Rakesh Mallick
  • Published: Friday, 02 September 2016
  • Updated: 02 September 2016, 10:55 PM IST

Sports

Latest News

stingoperationଭୁବନେଶ୍ୱର: ବିଜେଡିର ୪ଜଣ ବିଧାୟକ ଷ୍ଟିଙ୍ଗ୍‌ ଅପରେସନ୍‌ରେ ଧରାପଡ଼ିବା ମାମଲାରେ ଆଜି ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ଓ ବାଲେଶ୍ୱରରେ ଚଢ଼ାଉ କରାଯାଇଛି।

ଭୁବନେଶ୍ୱରରେ ଇଣ୍ଡିଆ ୨୪X୭ ୱେବ୍ ଚ୍ୟାନେଲ୍ ଉପରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ସେଲ୍ ଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ସେଠାରୁ ଭିଜିଲାନ୍ସ ଟିମ୍‌ ୩ଟି ଲାପ୍‌ଟପ୍‌, ୩ଟି ହାର୍ଡଡିସ୍କ, ୫ଟଇ ପେନ୍‌ ଡ୍ରାଇଭ ଓ ରେକର୍ଡର ଜବତ କରିଛି। ହାର୍ଡଡିସ୍କରୁ କିଛି ପୁରୁଣା ଫାଇଲ୍‌ ଡିଲିଟ୍‌ କରିଦିଆଯାଇଛି। ଏଗୁଡିକ ଟେଷ୍ଟ ପାଇଁ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି ନିର୍ଦ୍ଦେଶକ ଆର.ପି. ଶର୍ମା କହିଛନ୍ତି।

ସେହିପରି ବାଲେଶ୍ୱରର କମର୍ଦ୍ଦା ଥାନା ଅନ୍ତର୍ଗତ ଦୁଡ଼ପାଳ ଗାଁରେ ଜଣେ କ୍ୟାମେରାମ୍ୟାନ୍‌ ସରୋଜ କୁମାର କାମିଲାଙ୍କ ଘରେ ଭିଜିଲାନ୍ସର ଏକ ଚାରି ଜଣିଆ ଟିମ୍ ଚଢ଼ାଉ କରିଥିଲେ। ଏହି କ୍ୟାମେରାମ୍ୟାନ୍‌ ଜଣଙ୍କ ଏକ ଏଜେନ୍ସି ପାଇଁ କାମ କରୁଥିବା ବେଳେ ଏହି ଷ୍ଟିଙ୍ଗ୍‌ ଅପରେସନ୍‌ରେ ସାମିଲ ହୋଇଥିଲେ। ଚଢ଼ାଉ ବେଳେ ସେ ଘରେ ଉପସ୍ଥିତ ନ ଥିଲେ। ଭିଜିଲାନ୍ସ ଅଧିକାରୀମାନେ କେବଳ ତାଙ୍କ ଘର ଯାଞ୍ଚ କରି ଫେରି ଯାଇଥିଲେ। ସେଠାରୁ ଟିମ୍‌କୁ ଷ୍ଟିଙ୍ଗ୍‌ ଅପରେସନ୍‌ର ଭିଡିଓ ଫୁଟେଜ୍  ମିଳିଛି କି ନାହିଁ ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଞ୍ଜିଆ ବିଧାୟକ ବିଜୟ ନାୟକ, ଭବାନୀପାଟଣା ଅନାମ ନାୟକ ଓ ହିନ୍ଦୋଳ ସୀମାରାଣୀ ନାୟକ ଏକ ଷ୍ଟିଙ୍ଗ୍ ଅପରେସନ୍‌ରେ ଶିଳ୍ପ ପାଇଁ ଲାଞ୍ଚ ମାଗୁଥିବା ନେଇ ଧରାପଡ଼ିଥିଲେ। ଏହି ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‌ରେ ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାର ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଅପରପକ୍ଷେ ୪ ବିଧାୟକ ପାଲଟା ଏତଲା ଦେଇଛନ୍ତି। ସେମାନେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି।

ଏହି ଘଟଣାର ତଦନ୍ତ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story