ମହାନଦୀ ବିବାଦ: ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଭୁବନେଶ୍ୱର: ଦିଲ୍ଲୀ ତ୍ରିପାକ୍ଷିକ ବୈଠକ ବିଫଳ ହେବା ପରେ ମହାନଦୀ ଲଢେଇକୁ ଆଇନଗତ ଦିଶା ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ମାମଲାରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟ ଯିବାର ସମ୍ଭାବନା ରହିଛି। ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁସାରେ ସରକାର ଟ୍ରିବ୍ୟୁନାଲ ଗଠନ ଲାଗି ସୁପ୍ରିମକୋର୍ଟରେ ଆବେଦନ କରିପାରିନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ଛତିଶଗଡରେ ବ୍ୟାରେଜ ନିର୍ମାଣ ଦ୍ୱାରା ହେବାକୁ ଥିବା ପରିବେଶ ଜନିତ କ୍ଷତି ପାଇଁ ମଧ୍ୟ ରାଜ୍ୟସରକାର ନ୍ୟାସନେଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ଯାଇପାରନ୍ତି। […]

chhattisgarh-barrage-over-mahanadi-2-680x360

Rakesh Mallick
  • Published: Saturday, 17 September 2016
  • Updated: 18 September 2016, 07:39 AM IST

ଭୁବନେଶ୍ୱର: ଦିଲ୍ଲୀ ତ୍ରିପାକ୍ଷିକ ବୈଠକ ବିଫଳ ହେବା ପରେ ମହାନଦୀ ଲଢେଇକୁ ଆଇନଗତ ଦିଶା ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ମାମଲାରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟ ଯିବାର ସମ୍ଭାବନା ରହିଛି। ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁସାରେ ସରକାର ଟ୍ରିବ୍ୟୁନାଲ ଗଠନ ଲାଗି ସୁପ୍ରିମକୋର୍ଟରେ ଆବେଦନ କରିପାରିନ୍ତି ରାଜ୍ୟ ସରକାର।

ଅନ୍ୟପକ୍ଷରେ ଛତିଶଗଡରେ ବ୍ୟାରେଜ ନିର୍ମାଣ ଦ୍ୱାରା ହେବାକୁ ଥିବା ପରିବେଶ ଜନିତ କ୍ଷତି ପାଇଁ ମଧ୍ୟ ରାଜ୍ୟସରକାର ନ୍ୟାସନେଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ଯାଇପାରନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞାପ୍ତିରେ ଏନେଇ ସୂଚନା ଦିଆଯାଇଛି। ଆସନ୍ତାକାଲି ବସିବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ଚୂଡାନ୍ତି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story