ପୁଣି ତଥାଗତ କେଁ: କୋବିନ୍ଦଙ୍କ ସଂପର୍କରେ ସମ୍ପାଦକୀୟ ଲେଖା, ବିଜେଡିକୁ ମୃଦୁ ସମାଲୋଚନା, ନବୀନ ରଖିଲେ ଉତ୍ତର

ଭୁବନେଶ୍ୱର: ବିଜେଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ ବି କେନ୍ଦ୍ରର ଅବହେଳା ବିରୋଧରେ ଲଢେଇ ଜାରି ରଖିବ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ସାଂସଦ ତଥାଗତ ସତପଥିଙ୍କ ଦ୍ୱାରା ସମ୍ପାଦିତ ଓଡ଼ିଆ ଖବରକାଗଜର ସମ୍ପାଦକୀୟ ଲେଖା ସଂପର୍କରେ ଏମିତି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସାଂସଦ ତଥାଗତ ସତପଥି ତାଙ୍କ ସଂପାଦିତ ଖବରକାଗଜର ସମ୍ପାଦକୀୟ ସ୍ତମ୍ଭରେ ଲେଖିଛନ୍ତି, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କଲେ, ଦଳର ସ୍ଥିତି ଦୁର୍ବଳ […]

Tathagatha

Tathagatha

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 02:37 PM IST

Sports

Latest News

ଭୁବନେଶ୍ୱର: ବିଜେଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ ବି କେନ୍ଦ୍ରର ଅବହେଳା ବିରୋଧରେ ଲଢେଇ ଜାରି ରଖିବ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ସାଂସଦ ତଥାଗତ ସତପଥିଙ୍କ ଦ୍ୱାରା ସମ୍ପାଦିତ ଓଡ଼ିଆ ଖବରକାଗଜର ସମ୍ପାଦକୀୟ ଲେଖା ସଂପର୍କରେ ଏମିତି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସାଂସଦ ତଥାଗତ ସତପଥି ତାଙ୍କ ସଂପାଦିତ ଖବରକାଗଜର ସମ୍ପାଦକୀୟ ସ୍ତମ୍ଭରେ ଲେଖିଛନ୍ତି, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କଲେ, ଦଳର ସ୍ଥିତି ଦୁର୍ବଳ ହେବ।

ତେବେ ଆଜି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, ଏନଡିଏ ଦଳିତ ସଂପ୍ରଦାୟର ଜଣେ ଦକ୍ଷ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି। ଗତ ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡି ଦ୍ୱାରା ମନୋନୀତ ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ ବିଜେପି ସମର୍ଥନ କରିଥିଲା। ତେଣୁ ଏଥର ବିଜେପି ଦ୍ୱାରା ଚୟନ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

tathagataକଣ ଲେଖିଛନ୍ତି ତଥାଗତ

ତଥାଗତ କୋବିନ୍ଦ ଶୀର୍ଷକରେ ଯେଉଁ ସମ୍ପାଦକୀୟ ଲେଖିଛନ୍ତି, ସେଥିରେ ଶେଷ ଆଡ଼କୁ ବିଜେଡି ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- ଓଡ଼ିଶାରେ ଶାସନ କରୁଥିବା ବିଜୁ ଜନତା ଦଳ (ବିଜେଡି) କୋବିନ୍ଦଙ୍କୁ ସମର୍ଥନ ଦେଇପାରନ୍ତି ବୋଲି ସମ୍ପାଦକୀୟ ଲେଖା ବେଳେ ଶୁଣାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିଜେଡିର ମୁଖ୍ୟ ପ୍ରତିନ୍ଦ୍ବନ୍ଦ୍ବୀ ଭାବେ ଭାଜପା ରହିଛି। ସେଭଳି ପରିସ୍ଥିତିରେ ଭାଜପାର ସବୁ ପଦକ୍ଷେପକୁ ବିଜେଡି ସମର୍ଥନ କରି ଯାଉଥିବାରୁ ତାହାର ନିଜସ୍ୱ ସ୍ଥିତି ଦୁର୍ବଳ ହେବାର ସବୁ ପ୍ରକାର ଆଶଂକା ରହିଛି। ବିଶେଷକରି ରାଷ୍ଟ୍ରପତି ନିର୍ବାଚନରେ ଭାଜପା ଏକତରଫା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାରୁ କଂଗ୍ରେସ ଓ ଆଉ କେତେକ ଦଳ ବିରୋଧ କରିବାରୁ ସମ୍ଭାବନା ରହିଛି। ସେଭଳି ପ୍ରଚ୍ଛଦପଟରେ ବିଜେଡି ତାର ସମର୍ଥନ ତତ୍‌କ୍ଷଣାତ୍ ଯଦି ଜଣାଏ, ତେବେ ମହାନଦୀ, ପୋଲାଭରମ ଓ କେନ୍ଦ୍ର ବିଭିନ୍ନ ଯୋଜନା କାଟ୍ କରୁଥିବା ଭଳି ଓଡ଼ିଶା ବିରୋଧୀ ପ୍ରସଙ୍ଗରେ ଲଢ଼ିବା ପାଇଁ ବିଜୁ ଜନତା ଦଳର ଆନ୍ତରିକତା ନାହିଁ ବୋଲି ବାର୍ତ୍ତା ଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story