ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ତିହାର ଜେଲ ଫେରି ଗଲା ରେହମାନ୍

କଟକ: ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ହୋଇପାରିଲାନି ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍‌ର ଶୁଣାଣି। ଏହାପରେ ଦିଲ୍ଲୀ ତିହାର ଜେଲକୁ ଅବଦୁରକୁ ଫେରାଇ ନିଆଯାଇଛି। ଜୁନ୍ ୧୨ରେ ପୁଣି ଥରେ ସାଲେପୁର ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ରେହମାନ୍‌କୁ ହାଜର କରାଯିବ। କୋର୍ଟରେ ହାଜର କରିବା ପାଇଁ ତାକୁ କଡ଼ା ସୁରକ୍ଷା ମଧ୍ୟରେ ସାଲେପୁରକୁ ଅଣାଯାଇଥିଲା। ଚଳିତ ମାସ  ୧୫ ତାରିଖରେ ମଧ୍ୟ ରେହମାନକୁ ସାଲେପୁର କୋର୍ଟରେ ହାଜର କରଯାଇଥିଲା । ୨୦୧୫ ଡିସେମ୍ବର ୧୫ରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍ […]

rehaman

rehaman

Rakesh Mallick
  • Published: Monday, 29 May 2017
  • Updated: 29 May 2017, 10:18 AM IST

Sports

Latest News

କଟକ: ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ହୋଇପାରିଲାନି ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍‌ର ଶୁଣାଣି। ଏହାପରେ ଦିଲ୍ଲୀ ତିହାର ଜେଲକୁ ଅବଦୁରକୁ ଫେରାଇ ନିଆଯାଇଛି। ଜୁନ୍ ୧୨ରେ ପୁଣି ଥରେ ସାଲେପୁର ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ରେହମାନ୍‌କୁ ହାଜର କରାଯିବ।

କୋର୍ଟରେ ହାଜର କରିବା ପାଇଁ ତାକୁ କଡ଼ା ସୁରକ୍ଷା ମଧ୍ୟରେ ସାଲେପୁରକୁ ଅଣାଯାଇଥିଲା। ଚଳିତ ମାସ  ୧୫ ତାରିଖରେ ମଧ୍ୟ ରେହମାନକୁ ସାଲେପୁର କୋର୍ଟରେ ହାଜର କରଯାଇଥିଲା ।

୨୦୧୫ ଡିସେମ୍ବର ୧୫ରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍ ଓ କମିଶନରେଟ ପୋଲିସ ମିଳିତ ଚଢ଼ାଉ କରି ରେହମାନକୁ କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲେ। ରେହମାନ୍ ବିରୁଦ୍ଧରେ ସେଠାରେ ବେଆଇନ ଭାବେ ମଦ୍ରାସା ଚଳାଇବା ଏବଂ ଏକ୍ୟୁଆଇଏସ୍‌ ପାଇଁ ସଦସ୍ୟ ନିଯୁକ୍ତ କରିବା ଆଦି ଗୁରୁତର ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story