ତ୍ରାହି ଅଚ୍ୟୁତ ଆଶ୍ରମରେ ଲାଗି ରହିଛି ଚାପା ଉତ୍ତେଜନା : ୪ ପ୍ଲାଟୁନ ଫୋର୍ସ ମୁତୟନ 

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ ଆଜି ବି ଲାଗି ରହିଛି ଚାପା ଉତ୍ତେଜନା। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆଶ୍ରମ ମୁଖ୍ୟ ସୁରବାବାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ପୁଞ୍ଜିଭୁତ ଅସନ୍ତୋଷ ଗତକାଲି ଉଗ୍ର ରୂପ ନେଇଥିଲା। ଗତକାଲି ସନ୍ଧ୍ୟାରେ ଆଶ୍ରମ ଭିତରକୁ କିଛି ଲୋକ ଜୋର ଜବରଦସ୍ତ ଧସେଇ ପଶିଥିଲେ। ଉତ୍ତ୍ୟକ୍ତ ଲୋକେ ଆଶ୍ରମ […]

asrama

asrama

Rakesh Mallick
  • Published: Monday, 31 August 2015
  • Updated: 31 August 2015, 03:47 AM IST

Sports

Latest News

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ ଆଜି ବି ଲାଗି ରହିଛି ଚାପା ଉତ୍ତେଜନା। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆଶ୍ରମ ମୁଖ୍ୟ ସୁରବାବାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ପୁଞ୍ଜିଭୁତ ଅସନ୍ତୋଷ ଗତକାଲି ଉଗ୍ର ରୂପ ନେଇଥିଲା। ଗତକାଲି ସନ୍ଧ୍ୟାରେ ଆଶ୍ରମ ଭିତରକୁ କିଛି ଲୋକ ଜୋର ଜବରଦସ୍ତ ଧସେଇ ପଶିଥିଲେ। ଉତ୍ତ୍ୟକ୍ତ ଲୋକେ ଆଶ୍ରମ ପରିସରରେ ଜିନିଷପତ୍ର ଭଙ୍ଗାରୁଜା କରିବା ସହ ୧୫ରୁ ଅଧିକ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ଆଶ୍ରମ ପରିସର ଭିତରକୁ ଶହ ଶହ ଲୋକେ ଠେଙ୍ଗା ବାଡି ଧରି ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆଶ୍ରମ ଭିତରେ ଥିବା କାର୍ଯ୍ୟାଳୟ ଏବଂ ଅନ୍ୟ ପ୍ରକୋଷ୍ଠରେ ପଶି ଆସବାସପତ୍ରଠାରୁ ଆରମ୍ଭ କରି ଏସି, ଫ୍ୟାନ ଆଦି ଭଙ୍ଗାରୁଜା ହୋଇଥିଲା। ପ୍ରାୟ ୨ରୁ ୩ ଘଣ୍ଟା ଧରି ଆଶ୍ରମରେ ଲୋକେ ଲଙ୍କାକାଣ୍ଡ ଘଟାଇଥିଲେ। ବାବାଙ୍କ ବିରୋଧରେ ଜମି ଜବର ଦଖଲ, ଜମି ହଡ଼ପ ସହ ଆଶ୍ରମରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଲୋକେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story