ଚୀନକୁ ଝଟକା: ସାଉଥ୍‌ ଚାଇନା ସି ଉପରେ ବୋମ୍ବର୍ସ ଉଡ଼ାଇଲା ଆମେରିକା

ନୂଆଦିଲ୍ଲୀ:ସାଉଥ୍‌ ଚାଇନା ସି(ଦକ୍ଷିଣ ଚାଇନା ସମୁଦ୍ର) ଉପରେ ଉଡ଼ିଲା ଆମେରିକାର ବୋମ୍ବର୍ସ। ଦକ୍ଷିଣ ଚାଇନା ସମୁଦ୍ରରେ ଏକଛାଟିଆ କାରବାର ଚଳାଇଥିବା ଚୀନ ପାଇଁ   ଆମେରିକାର ଏହି ବମ୍ବର୍ସ ଶକ୍ତ ଧକ୍କା ପହଞ୍ଚାଇଛି। ନିଜ ସୀମା ଉଲ୍ଲଂଘନ କରି ସାଉଥ୍‌ ଚାଇନା ସି ର ଏକ ବ୍ୟାପକ ଏରିଆକୁ ନିଜ ଦଖଲକୁ ନେବାକୁ  ଚୀନ ଉଦ୍ୟମ ଚଳାଇଛି। ଏହି ସମୁଦ୍ର ଉପରେ ଭିଏତନାମ, ଫିଲିପାଇନ୍ସ, ତାଇୱାନ, ମାଲେସିଆ ଆଦି ଦେଶର ଅଧିକାର ରହିଛି। ହେଲେ ଚୀନ ଜବରଦସ୍ତ ଅନ୍ତର୍ଜାତୀୟ […]

FILE PHOTO - A B-1B Lancer from the U.S. Air Force 28th Air Expeditionary Wing heads out on a combat mission in support of strikes on Afghanistan

Rakesh Mallick
  • Published: Friday, 07 July 2017
  • Updated: 08 July 2017, 07:33 AM IST

Sports

Latest News

ନୂଆଦିଲ୍ଲୀ:ସାଉଥ୍‌ ଚାଇନା ସି(ଦକ୍ଷିଣ ଚାଇନା ସମୁଦ୍ର) ଉପରେ ଉଡ଼ିଲା ଆମେରିକାର ବୋମ୍ବର୍ସ। ଦକ୍ଷିଣ ଚାଇନା ସମୁଦ୍ରରେ ଏକଛାଟିଆ କାରବାର ଚଳାଇଥିବା ଚୀନ ପାଇଁ   ଆମେରିକାର ଏହି ବମ୍ବର୍ସ ଶକ୍ତ ଧକ୍କା ପହଞ୍ଚାଇଛି। ନିଜ ସୀମା ଉଲ୍ଲଂଘନ କରି ସାଉଥ୍‌ ଚାଇନା ସି ର ଏକ ବ୍ୟାପକ ଏରିଆକୁ ନିଜ ଦଖଲକୁ ନେବାକୁ  ଚୀନ ଉଦ୍ୟମ ଚଳାଇଛି। ଏହି ସମୁଦ୍ର ଉପରେ ଭିଏତନାମ, ଫିଲିପାଇନ୍ସ, ତାଇୱାନ, ମାଲେସିଆ ଆଦି ଦେଶର ଅଧିକାର ରହିଛି। ହେଲେ ଚୀନ ଜବରଦସ୍ତ ଅନ୍ତର୍ଜାତୀୟ ସୀମାରେଖାକୁ ଉଲ୍ଲଂଘନ କରି ସି ରୁଟ୍ ତିଆରି କରିବାରେ ଲାଗିପଡ଼ିଛି।

ଚୀନ୍‌ର ଏଭଳି ମାଡ଼ି ବସିବା ନୀତିକୁ ପଡ଼ୋଶୀମାନେ ବିରୋଧ କରିଛନ୍ତି। ଏନେଇ ଫିଲିପାଇନ୍ସ ଜାତିସଂଘ କୋର୍ଟରେ ଦ୍ୱାରସ୍ଥ ହୋଇଥିଲା। ବଳପ୍ରୟୋଗ ନୀତିରୁ ଓହରି ଯାଇ ସି ରୁଟ ନିର୍ମାଣ ବନ୍ଦ କରୁ ବୋଲି ଅନ୍ତର୍ଜାତୀୟ କୋର୍ଟ ଚୀନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶକୁ ଚୀନ୍ ଅଗ୍ରାହ୍ୟ କରିଦେଇଥିଲା। ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଆମେରିକାର ଏହି ବମ୍ବର୍ସ ଚୀନ ପାଇଁ ସତର୍କବାଣୀ ସଦୃଶ ହୋଇଛି। ଅନ୍ୟପକ୍ଷରେ ଜାପାନରେ ଆଜିଠାରୁ ଜି-୨୦ ସମ୍ମିଳନୀ ଆରମ୍ଭ ହେଉଛି। ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗଙ୍କ ସହ ଆଲୋଚନା ହେବାର ରହିଛି। ଏ ସମୟରେ ଆମେରିକା ଏଭଳି ବମ୍ବର୍ସ ଉଡ଼ାଇବାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲୁଛି। ଭରପୁର ବିସ୍ଫୋରକ ସାମଗ୍ରୀ ବହନ କରି ଉଡ଼ାଣ କରୁଥିବା ଏୟାରକ୍ରାଫ୍ଟକୁ ବୋମ୍ବର୍ସ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story