ରାମଦେବଙ୍କୁ ମାରିଦେଲା ସୋସିଆଲ ମିଡିଆ:ଭାଇରାଲ ହେଲା ମିଛ ଖବର

ନୂଆଦିଲ୍ଲୀ: ପତଞ୍ଜଳି କମ୍ପାନୀର ମାଲିକ ତଥା ଯୋଗଗୁରୁ ବାବା ରାମଦେବଙ୍କ ମୃତ୍ୟୁ ନେଇ ଗୁଜବ। ମଙ୍ଗଳବାର ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ସୋସିଆଲ ମିଡିଆରେ ଭାଇରାଲ  ହୋଇଥିଲା। ଏହି ଦୁର୍ଘଟଣା ମୁମ୍ବାଇ-ପୁଣେ ହାଇୱେରେ ଘଟିଥିବା ପ୍ରଚାର ହୋଇଥିଲା । ପବନବେଗରେ ଏହି ଖବର ପ୍ରଚାରିତ ହେବା ପରେ ଦେଶବ୍ୟାପୀ ଚହଳ ସୃଷ୍ଟି ହୋଇଯାଇଥିଲା। Took yog shivir of thousands of yogis in Haridwar today. I am safe and healthy. Don't […]

ramfev-1

ramfev-1

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 03:41 PM IST

Sports

Latest News

ନୂଆଦିଲ୍ଲୀ: ପତଞ୍ଜଳି କମ୍ପାନୀର ମାଲିକ ତଥା ଯୋଗଗୁରୁ ବାବା ରାମଦେବଙ୍କ ମୃତ୍ୟୁ ନେଇ ଗୁଜବ। ମଙ୍ଗଳବାର ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ସୋସିଆଲ ମିଡିଆରେ ଭାଇରାଲ  ହୋଇଥିଲା। ଏହି ଦୁର୍ଘଟଣା ମୁମ୍ବାଇ-ପୁଣେ ହାଇୱେରେ ଘଟିଥିବା ପ୍ରଚାର ହୋଇଥିଲା । ପବନବେଗରେ ଏହି ଖବର ପ୍ରଚାରିତ ହେବା ପରେ ଦେଶବ୍ୟାପୀ ଚହଳ ସୃଷ୍ଟି ହୋଇଯାଇଥିଲା।

https://twitter.com/yogrishiramdev/status/856802431111282690

ଖବରର ସତ୍ୟାସତ୍ୟ ଜାଣିବା ପାଇଁ ରାମଦେବଙ୍କ ହଜାର ହଜାର ସମର୍ଥକ ପାଗଳ ହୋଇଯାଇଥିଲେ। ତେବେ ଘଟଣାର ଯାଞ୍ଚ ପରେ ଏହା ଏକ ମିଛ ଖବର ବୋଲି ଜଣାପଡ଼ିଥିଲା। କାରଣ ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଥିଲା ତାହା ରାମଦେବଙ୍କ ଗାଡ଼ି ନ ଥିଲା।  ତେବେ କିଛି ବ୍ୟକ୍ତି  ରାମଦେବଙ୍କ ଫଟୋକୁ ଟ୍ୟାମ୍ପରିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ହରିଦ୍ୱାରରେ ଥିବା ପତଞ୍ଜଳି ଯୋଗପୀଠ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା। ପତଞ୍ଜଳି ଯୋଗପୀଠର ମୁଖପାତ୍ର ଏସ.କେ.ତିଜାରାୱାଲା  ରାମଦେବଙ୍କ ମୃତ୍ୟୁଖବରକୁ ଖଣ୍ଡନ କରିଥିଲେ।  କହିଥିଲେ, ୨୦୧୧ରେ ରାମଦେବଙ୍କ ଅନଶନ ବେଳର ଫଟୋକୁ ଆଣି ମୃତ୍ୟୁର ରୂପଦେଇ ଭୁଲ ଖବର ଛଡ଼ାଯାଇଛି। ତେଣୁ ଏହି ଗୁଜବକୁ କେହି ବିଶ୍ୱାସ ନ କରିବାକୁ ସେ ନିବେଦନ କରିଥିଲେ। ସେପଟେ ବାବା ରାମଦେବ ଟ୍ୱିଟ୍‌ କରି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story