ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରମାଣିକ ଟିକେଟ ଥିବା ଶ୍ରଦ୍ଧାଳୁଙ୍କୁ ଦକ୍ଷିଣ ଦ୍ୱାରା ଦେଇ ଛଡ଼ାଯିବ ଏବଂ ସର୍ବସାଧାରଣ ଦର୍ଶନ ପାଇଁ ଭକ୍ତମାନେ  ସିଂହ ଦ୍ୱାର ଦେଇ ପ୍ରବେଶ କରିବେ। ଆସନ୍ତାକାଲି ତିନି ରଥକୁ ଟାଣି ରଥ ଖଳାରେ ରଖାଯିବ। ଅନ୍ୟପକ୍ଷରେ ରଥଟଣାକୁ ନେଇ ଆଜି ମକ୍‌ଡ୍ରିଲ ଅନୁଷ୍ଠିତ ହେବ।

puri temple

puri temple

Rakesh Mallick
  • Published: Monday, 04 July 2016
  • Updated: 04 July 2016, 10:53 PM IST

Sports

Latest News

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରମାଣିକ ଟିକେଟ ଥିବା ଶ୍ରଦ୍ଧାଳୁଙ୍କୁ ଦକ୍ଷିଣ ଦ୍ୱାରା ଦେଇ ଛଡ଼ାଯିବ ଏବଂ ସର୍ବସାଧାରଣ ଦର୍ଶନ ପାଇଁ ଭକ୍ତମାନେ  ସିଂହ ଦ୍ୱାର ଦେଇ ପ୍ରବେଶ କରିବେ। ଆସନ୍ତାକାଲି ତିନି ରଥକୁ ଟାଣି ରଥ ଖଳାରେ ରଖାଯିବ। ଅନ୍ୟପକ୍ଷରେ ରଥଟଣାକୁ ନେଇ ଆଜି ମକ୍‌ଡ୍ରିଲ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos