ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଶିଶୁଙ୍କ ଜୀବନ ସହ ଖେଳ; ଶିଶୁରୋଗୀଙ୍କୁ ଏକ୍ସପାରୀ ସାଲାଇନ୍ ଦିଆଯାଉଥିବା ଅଭିଯୋଗ, ଶିଶୁୱାର୍ଡର ୩ ଶିଶୁଙ୍କୁ ଏଭଳି ସାଲାଇନ୍ ଦିଆଯିବା ବେଳେ ଧରାପଡ଼ିଲା