ରାଉରକେଲା ସିଭିଲ୍‌ ଟାଉନ୍‌ସିପ୍‌ରୁ ଡକାୟତି

ରାଉରକେଲା: ରାଉରକେଲା ସିଭିଲ ଟାଉନସିପ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ-୧୬ ଘରେ ଆଜି ସକାଳେ ବନ୍ଧୁକ ମୁନରେ ଡକାୟତି ହୋଇ ଯାଇଛି। ୫ ରୁ ୬ ଜଣ ଡକାୟତ ବ୍ୟବସାୟୀ ସଞ୍ଜୟ ଅଗ୍ରୱାଲଙ୍କ ଘରେ ପଶି ପରିବାରବର୍ଗଙ୍କୁ ଭୟଭୀତ କରାଇ ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଡକାୟତଙ୍କ ମାଡରେ ଘରର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି। ଗତ ମାସ ଏହି ଘର ନିକଟ ଆଉ ଜଣେ ବ୍ୟବସାୟୀଙ୍କ ଘରୁ ୧୦ ଲକ୍ଷରୁ ଅଧିକ […]

chori-at-roulkela

chori-at-roulkela

Rakesh Mallick
  • Published: Tuesday, 28 June 2016
  • Updated: 29 June 2016, 06:58 AM IST

Sports

Latest News

ରାଉରକେଲା: ରାଉରକେଲା ସିଭିଲ ଟାଉନସିପ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ-୧୬ ଘରେ ଆଜି ସକାଳେ ବନ୍ଧୁକ ମୁନରେ ଡକାୟତି ହୋଇ ଯାଇଛି। ୫ ରୁ ୬ ଜଣ ଡକାୟତ ବ୍ୟବସାୟୀ ସଞ୍ଜୟ ଅଗ୍ରୱାଲଙ୍କ ଘରେ ପଶି ପରିବାରବର୍ଗଙ୍କୁ ଭୟଭୀତ କରାଇ ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଡକାୟତଙ୍କ ମାଡରେ ଘରର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି।

ଗତ ମାସ ଏହି ଘର ନିକଟ ଆଉ ଜଣେ ବ୍ୟବସାୟୀଙ୍କ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ।

ଏ ପର୍ଯ୍ୟନ୍ତ ସେହି ଘଟଣାରେ ପୋଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନ ଥିବା ବେଳେ ଆଜିର ଡକାୟତି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story