ଜେଏନୟୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଆଜି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜବାହରଲାଲ ନେହରୁ ବା ଜେଏନୟୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ଶନିବାର ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା ହେବ। ତେବେ ଏଥର ଜେଏନୟୁ ନିର୍ବାଚନରେ ଦୁଇ ଜଣ ଓଡିଆ ଛାତ୍ର ସଭାପତି ଓ ସାଧାରଣ ସଂପାଦକ ଭାବେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ଇଣ୍ଟରନ୍ୟାସନାଲ୍ ଷ୍ଟଡିଜର ଛାତ୍ର ଚିନ୍ମୟ ମହାନନ୍ଦ ସଭାପତି ଓ ରାଜନୀତି ବିଜ୍ଞାନର ଛାତ୍ର ରାମ ନାଗ ସାଧାରଣ ସଂପାଦକ ପଦବୀ ପାଇଁ ପ୍ରାର୍ଥୀ ଅଛନ୍ତି। ଏ ଦୁଇଜଣଙ୍କ […]

delhi

delhi

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 10:48 AM IST

Sports

Latest News

delhiନୂଆଦିଲ୍ଲୀ: ନୂଆଦିଲ୍ଲୀର ଜବାହରଲାଲ ନେହରୁ ବା ଜେଏନୟୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ଶନିବାର ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା ହେବ। ତେବେ ଏଥର ଜେଏନୟୁ ନିର୍ବାଚନରେ ଦୁଇ ଜଣ ଓଡିଆ ଛାତ୍ର ସଭାପତି ଓ ସାଧାରଣ ସଂପାଦକ ଭାବେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ଇଣ୍ଟରନ୍ୟାସନାଲ୍ ଷ୍ଟଡିଜର ଛାତ୍ର ଚିନ୍ମୟ ମହାନନ୍ଦ ସଭାପତି ଓ ରାଜନୀତି ବିଜ୍ଞାନର ଛାତ୍ର ରାମ ନାଗ ସାଧାରଣ ସଂପାଦକ ପଦବୀ ପାଇଁ ପ୍ରାର୍ଥୀ ଅଛନ୍ତି। ଏ ଦୁଇଜଣଙ୍କ ବ୍ୟତିତ କାଉନସିଲର ପଦବୀ ପାଇଁ ମଧ୍ୟ ବହୁ ଓଡ଼ିଆ ଛାତ୍ରଛାତ୍ରୀ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ତେଣୁ ନିର୍ବାଚନ ଫଳାଫଳକୁ ନେଇ ଜେଏନୟୁରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story