ଛୁଟିରେ ବି ଆଲୋଚନା: ଛୁଟି ସତ୍ତ୍ୱେ ଆସନ୍ତାକାଲି ସରକାରଙ୍କ ସହ ସ୍କୁଲ୍, କଲେଜ ଶିକ୍ଷକ କର୍ମଚାରୀ ସଂଘର ହେବ ଆଲୋଚନା, ସଚିବାଳୟରେ ସକାଳ ୮ଟାରେ ହେବ ଆଲୋଚନା