ଭାଗ୍ୟ ଟେକ୍‌ ଥିଲା ବୋଲି ବଞ୍ଚିଗଲେ ଅନିଷ୍କା , କିଏ କରିଥିଲା ଅଦ୍ଭୁତ କାଣ୍ଡ ?

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ପୁଣି ଚର୍ଚ୍ଚାରେ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ । ଜଣେ ୩ବର୍ଷର ଜ୍ୱର ଆକ୍ରାନ୍ତ ଝିଅକୁ ଭଲ କରିବାକୁ ଏଠି ଡାକ୍ତର ଲେଖିଛନ୍ତି ୫୩ ଓ ୫୫ବର୍ଷୀୟ ରୋଗୀଙ୍କ ପାଥୋଲୋଜି ରିପୋର୍ଟ ଅନୁସାରେ ଔଷଧ । ତେବେ ପରିବାର ଲୋକଙ୍କ ସାବଧାନତାରୁ ଝିଅଟି ତ ନିଶ୍ଚିତ ବିପଦରୁ ବଞ୍ଚିଯାଇଛି, ହେଲେ ସେ ଔଷଧ ଚିଠାକୁ ନେଇ ଚାଲିଛି ତନାଘନା । ପଦାରେ ପଡ଼ିଛି ଖାମଖିଆଲି ସ୍ୱାସ୍ଥ୍ୟ ସେବାର ପୁଣି ନଗ୍ନ ଚିତ୍ର। ୩ ବର୍ଷର […]

690

690

Tapas Behera
  • Published: Tuesday, 18 February 2020
  • Updated: 18 February 2020, 07:45 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ପୁଣି ଚର୍ଚ୍ଚାରେ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ । ଜଣେ ୩ବର୍ଷର ଜ୍ୱର ଆକ୍ରାନ୍ତ ଝିଅକୁ ଭଲ କରିବାକୁ ଏଠି ଡାକ୍ତର ଲେଖିଛନ୍ତି ୫୩ ଓ ୫୫ବର୍ଷୀୟ ରୋଗୀଙ୍କ ପାଥୋଲୋଜି ରିପୋର୍ଟ ଅନୁସାରେ ଔଷଧ । ତେବେ ପରିବାର ଲୋକଙ୍କ ସାବଧାନତାରୁ ଝିଅଟି ତ ନିଶ୍ଚିତ ବିପଦରୁ ବଞ୍ଚିଯାଇଛି, ହେଲେ ସେ ଔଷଧ ଚିଠାକୁ ନେଇ ଚାଲିଛି ତନାଘନା ।

ପଦାରେ ପଡ଼ିଛି ଖାମଖିଆଲି ସ୍ୱାସ୍ଥ୍ୟ ସେବାର ପୁଣି ନଗ୍ନ ଚିତ୍ର। ୩ ବର୍ଷର ଝିଅକୁ ଦିଆଯାଇଛି ୫୫ ବର୍ଷୀୟ ରୋଗୀଙ୍କ ମେଡିସିନ୍। ପାଥୋଲୋଜି ରେଜିଷ୍ଟରରେ ଅଦଳବଦଳ ହୋଇ ଯାଇଛି ଟେଷ୍ଟ ରିପୋର୍ଟ । ଏମିତି ସାଂଘାତିକ ଅଭିଯୋଗକୁ ନେଇ ପୁଣି ଚର୍ଚ୍ଚାରେ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ । ଅଭିଯୋଗ ଅନୁସାରେ, ସ୍ଥାନୀୟ ଚିମନିଭାଟି ପଡ଼ାର ସଂକୀର୍ତ୍ତନ ବେହେରା, ୩ବର୍ଷର ଝିଅ ଅନିଷ୍କାର ଜ୍ୱର ଛାଡୁନଥିବାରୁ ଗତ ୧୫ ତାରିଖରେ ମେଡିକାଲ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ସେଠି ରକ୍ତ ଓ ପରିସ୍ରା ପରୀକ୍ଷା କରାଇ ସଂକୀର୍ତ୍ତନ ବେହେରା ରିପୋର୍ଟ ନେଇ ଏମରଜେନ୍ସି ଆଉଟ୍‌ଡୋରରେ ଦେଖାଇଥିଲେ।

ତେବେ ଡାକ୍ତର ଲେଖିଥିବା ପ୍ରେସ୍‌ସ୍କ୍ରିପ୍‌ସନ୍‌ ଓ ଔଷଧ ଦେଖି ଘର ଲୋକଙ୍କ ସନ୍ଦେହ ହୋଇଥିଲା।  କାରଣ ସେ ମେଡିସିନ୍ ତାଙ୍କ ଝିଅ ପାଇଁ ନୁହେଁ, ବରଂ ଜଣେ ୫୩ ବର୍ଷ ଓ ଜଣେ ୫୬ବର୍ଷର ରୋଗୀଙ୍କ ପାଥୋଲୋଜି ରିପୋର୍ଟ ଉପରେ ଲେଖା ଯାଇଥିଲା। ଏହା ଜାଣି ଝିଅକୁ ଆଉ ଔଷଧ ଦେଇନଥିଲେ ସଂକୀର୍ତ୍ତନ । ଯାହାଦ୍ୱାରା ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛି ଅନିଷ୍କା।

ଏଠି ପ୍ରଶ୍ନ କାହା ଭୁଲରୁ ୩ବର୍ଷର ଝିଅକୁ ଦିଆଗଲା ବୟସ୍କ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ମେଡିସିନ୍ ? ଡାକ୍ତର ନା ପାଥୋଲୋଜି ବିଭାଗ କିଏ ଦାୟୀ ? ଯଦି ଓ ମେଡିସିନ୍ ଖାଇ କୁନି ଝିଅଟିର କିଛି ହୋଇଥାନ୍ତା, ତା ହେଲେ ଦାୟୀ କିଏ ରହିଥାନ୍ତା ।  ଆଜି ଘଟଣାର ଖୋଳତାଡ଼ ପରେ ପାଥୋଲୋଜି ବିଭାଗ ତ୍ରୁଟି ତ ସ୍ୱୀକାର କରିଛି, ତେବେ ମେଡିକାଲ ଅଧୀକ୍ଷକ କିନ୍ତୁ ଘଟଣାକୁ ହାଲୁକା ଭାବେ ନେଇଥିବାବେଳେ ପ୍ରଶାସନିକ ଅଧିକାରୀ କହିଛନ୍ତି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story