ସୁଶାନ୍ତ ମିଶ୍ର ହତ୍ୟା ମାମଲା: ନିମାପଡ଼ା କୋର୍ଟରେ ହାଜର ହେଲେ ଯୁଧିଷ୍ଠିର ସାମନ୍ତରାୟ

କୋଣାର୍କ/ପିପିଲି: ବହୁଚର୍ଚ୍ଚିତ ପିପିଲି ସୁଶାନ୍ତ ମିଶ୍ର ହତ୍ୟା ମାମଲାରେ ଗିରଫ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କୁ ଆଜି ନିମାପଡ଼ା ଜେଏଫ୍‌ଏମ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପୁଣି ନିମାପଡ଼ା ସବ୍‌ ଜେଲ୍‌କୁ ପଠାଇ ଦିଆଯାଇଛି। ଯୁଧିଷ୍ଠିର ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି। ସେ କହିଛନ୍ତି,“ସୁଶାନ୍ତ ମିଶ୍ରଙ୍କ ହତ୍ୟା ମାମଲାରେ ମୋତେ ଫସାଇ ଦିଆଯାଇଛି। ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ। ରାଜନୈତିକ ଆକ୍ରୋଶ ରଖି ମୋତେ ଫସାଇ ଦିଆଯାଇଛି।” […]

yudhisthira

yudhisthira

Rakesh Mallick
  • Published: Friday, 27 May 2016
  • Updated: 27 May 2016, 09:05 AM IST

Sports

Latest News

yudhisthiraକୋଣାର୍କ/ପିପିଲି: ବହୁଚର୍ଚ୍ଚିତ ପିପିଲି ସୁଶାନ୍ତ ମିଶ୍ର ହତ୍ୟା ମାମଲାରେ ଗିରଫ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କୁ ଆଜି ନିମାପଡ଼ା ଜେଏଫ୍‌ଏମ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପୁଣି ନିମାପଡ଼ା ସବ୍‌ ଜେଲ୍‌କୁ ପଠାଇ ଦିଆଯାଇଛି।

ଯୁଧିଷ୍ଠିର ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି।

ସେ କହିଛନ୍ତି,“ସୁଶାନ୍ତ ମିଶ୍ରଙ୍କ ହତ୍ୟା ମାମଲାରେ ମୋତେ ଫସାଇ ଦିଆଯାଇଛି। ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ। ରାଜନୈତିକ ଆକ୍ରୋଶ ରଖି ମୋତେ ଫସାଇ ଦିଆଯାଇଛି।”

ଅନ୍ୟପକ୍ଷରେ ଯୁଧିଷ୍ଠିର ସାମନ୍ତରାୟଙ୍କ ଗିରଫ ପ୍ରତିବାଦରେ ଓ ଏହି ମାମଲାର ପ୍ରକୃତ ଅପରାଧୀଙ୍କୁ ଗିରଫ କରିବା ଦାବିରେ ଆଜି ପିପିଲି ଥାନା ଆଗରେ କଂଗ୍ରେସର ପିପିଲି-ଡେଲାଙ୍ଗ ଶାଖା ପକ୍ଷରୁ ଧାରଣା ଦିଆଯାଇଥିଲା। କଂଗ୍ରେସ ନେତା ସୁରେଶ ରାଉତରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଉମାବଲ୍ଲଭ ରଥ ଓ ଯୁଧିଷ୍ଠିର ସାମନ୍ତରାୟଙ୍କ ପରିବାର ଲୋକଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଏହି ଧାରଣାରେ ସାମିଲ ହୋଇଥିଲେ। ପରେ ପୁରୀ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୋଲିସ୍ ଠିକଣା ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି ଉପସ୍ଥିତ ଦଳୀୟ ନେତାମାନେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story