ପ୍ରେମରେ ପଡ଼ିଲା ପୂର୍ଣ୍ଣଛେଦ !

ପୋଲିସ ଉପସ୍ଥିତିରେ ବିବାହିତା ଯୁବତୀକୁ ଥାନାରୁ ଟାଣି ଓଟାରି ନେଇ ଗଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନାରେ । ମୋହନା ଥାନା ଅନ୍ତର୍ଗତ ହିକିରିକୁପା ଗାଁର ଟୁନା ନାୟକ ବାଘମାରି ଗାଁର ଜନୈକା ଯୁବତୀଙ୍କୁ ଭଲ ପାଇ ଗତ ୨୩ ତାରିଖରେ କୋର୍ଟରେ ରେଜିଷ୍ଟ୍ରର ବିବାହ କରି ଯୁବତୀଙ୍କୁ ଘରକୁ ନେଇ ଆସିଥିଲେ । କିନ୍ତୁ ଝିଅ ପରିବାର ଲୋକେ ଏଥିରେ ରାଜି ନ ଥିଲେ […]

maxresdefault (19) (1)

maxresdefault (19) (1)

City Plus
  • Published: Thursday, 30 September 2021
  • Updated: 30 September 2021, 03:08 PM IST

Sports

Latest News

ପୋଲିସ ଉପସ୍ଥିତିରେ ବିବାହିତା ଯୁବତୀକୁ ଥାନାରୁ ଟାଣି ଓଟାରି ନେଇ ଗଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନାରେ । ମୋହନା ଥାନା ଅନ୍ତର୍ଗତ ହିକିରିକୁପା ଗାଁର ଟୁନା ନାୟକ ବାଘମାରି ଗାଁର ଜନୈକା ଯୁବତୀଙ୍କୁ ଭଲ ପାଇ ଗତ ୨୩ ତାରିଖରେ କୋର୍ଟରେ ରେଜିଷ୍ଟ୍ରର ବିବାହ କରି ଯୁବତୀଙ୍କୁ ଘରକୁ ନେଇ ଆସିଥିଲେ । କିନ୍ତୁ ଝିଅ ପରିବାର ଲୋକେ ଏଥିରେ ରାଜି ନ ଥିଲେ ।ପରେ ଥାନାକୁ ସମାଧାନ ପାଇଁ ଆସିଥିବା ବେଳେ ଝିଅଘର ପରିବାର ଲୋକେ ଟାଣିଓଟାରୀ ଝିଅକୁ ନେଇଯାଇଥିଲେ

https://www.youtube.com/watch?v=281rOF6rmPY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story