ଦେଶ news ମଝି ଦାଣ୍ଡରେ ମହାଭାରତ ଶାଶୁ , ନଣନ୍ଦ ଓ ବୋହୁ କଳି। ବ୍ରହ୍ମପୁର ବ୍ରହ୍ମାନଗର ପରେ ଏବେ ମାର୍ଥା ସାହି । ଜଣେ ନୁହେଁ ନ୍ୟାୟ ଭିକ୍ଷା କରୁଛନ୍ତି ଦୁଇ ଦୁଇ ଜଣ ବୋହୁ । ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଶ୍ୱଶୁର ଘର ଆଗରେ ଧାରଣା ଦେଉଛନ୍ତି ଏହି ଦୁଇ ବୋହୂ । Pujarani Nayak 09 May 2022 17:19 IST page 2ଶାଶୁ , ନଣନ୍ଦ ଓ ବୋହୁ କଳି। ବ୍ରହ୍ମପୁର ବ୍ରହ୍ମାନଗର ପରେ ଏବେ ମାର୍ଥା ସାହି । ଜଣେ ନୁହେଁ ନ୍ୟାୟ ଭିକ୍ଷା କରୁଛନ୍ତି ଦୁଇ ଦୁଇ ଜଣ ବୋହୁ । ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଶ୍ୱଶୁର ଘର ଆଗରେ ଧାରଣା ଦେଉଛନ୍ତି ଏହି ଦୁଇ ବୋହୂ ।Advertisment Odisha Reporter Berhampur Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ