‘20 କୋଟିରୁ ଅଧିକ ଟ୍ୟାକ୍ସ ଫାଙ୍କିଛନ୍ତି ସୋନୁ ସୁଦ୍’

ସୋନୁ ସୁଦଙ୍କ ଆୟ ବ୍ୟୟ ସଂକ୍ରାନ୍ତରେ ଏକ ସାଂଘାତିକ ତଥ୍ୟ ଦେଇଛି ଆୟକର ବିଭାଗ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି, କହିଛନ୍ତି- ସୋନୁ ସୁଦଙ୍କ ବିରୋଧରେ 20 କୋଟିରୁ ଅଧିକ ଟଙ୍କାର ଟ୍ୟାକ୍ସ ଫାଙ୍କିବାର ତଥ୍ୟ ସାମ୍ନାକୁ ଆସିଛି।

maxresdefault (5) (1)

maxresdefault (5) (1)

Manasi Mohapatra
  • Published: Sunday, 19 September 2021
  • Updated: 19 September 2021, 04:17 PM IST

Sports

Latest News

ସୋନୁ ସୁଦଙ୍କ ଆୟ ବ୍ୟୟ ସଂକ୍ରାନ୍ତରେ ଏକ ସାଂଘାତିକ ତଥ୍ୟ ଦେଇଛି ଆୟକର ବିଭାଗ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି, କହିଛନ୍ତି- ସୋନୁ ସୁଦଙ୍କ ବିରୋଧରେ 20 କୋଟିରୁ ଅଧିକ ଟଙ୍କାର ଟ୍ୟାକ୍ସ ଫାଙ୍କିବାର ତଥ୍ୟ ସାମ୍ନାକୁ ଆସିଛି।

https://www.youtube.com/watch?v=mvRR8q-PYmU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos