ଅମାବାସ୍ୟାରେ ଅଷ୍ଟମୀକୁ ହତ୍ୟା

ସଂନ୍ଧ୍ୟା ପ୍ରାୟ ସାଢେ ୬ ଟା। ନିଜର ଅନ୍ତରଂଗ ବନ୍ଧୁ ଭାଗ୍ୟବନ୍ତି ମହାନନ୍ଦଙ୍କ ସହିତ ମୋବାଇଲରେ କଥା ହେଉଥିବା ବେଳେ ହଠାତ ଅଷ୍ଟମୀ କହିଲେ, ମୋତେ ଛାଡିଦିଅ…ମୁଁ ଆଉ ସେଭଳି କାମ କରିବି ନାହିଁ। ବାଶ୍‌, ତାପରେ ମୋବାଇଲ ସ୍ୱିଚ ଅଫ। ଆଉ ଅଷ୍ଟମୀ ନିଖୋଜ।