Advertisment

ଏଭଳି ମା'କୁ କି ଦଣ୍ଡ ଦିଆଯିବା ଉଚିତ ?

ନିଜ କଅଁଳା ଶିଶୁଙ୍କୁ ଜୀବନରୁ ମାରୁନଥିଲା ତ ବରଂ ଦେଉଥିଲା ଯମ ଯନ୍ତ୍ରଣା, ମାରି ମାରି ରକ୍ତାକ୍ତ କରିପକାଉଥିଲା ତାପରେ ଗୋଡ଼ ହାତ ଭାଙ୍ଗି ଦେଉଥିଲା…ଆଉ ଏସବୁର ଭିଡିଓ ବନାଇ ନିଜ ସ୍ୱାମୀଙ୍କୁ ପଠାଉଥିଲା କାରଣ ସ୍ୱାମୀଙ୍କ ଉପରେ ଥିବା ରାଗକୁ ସୁଝାଉଥିଲା କଅଁଳ ଶିଶୁଙ୍କ ଉପରେ…

author-image
Pujarani Nayak
ଏଭଳି ମା'କୁ କି ଦଣ୍ଡ ଦିଆଯିବା ଉଚିତ ?

VISAKAPATANA_PKG TH

ନିଜ କଅଁଳା ଶିଶୁଙ୍କୁ ଜୀବନରୁ ମାରୁନଥିଲା ତ ବରଂ ଦେଉଥିଲା ଯମ ଯନ୍ତ୍ରଣା, ମାରି ମାରି ରକ୍ତାକ୍ତ କରିପକାଉଥିଲା ତାପରେ ଗୋଡ଼ ହାତ ଭାଙ୍ଗି ଦେଉଥିଲା...ଆଉ ଏସବୁର ଭିଡିଓ ବନାଇ ନିଜ ସ୍ୱାମୀଙ୍କୁ ପଠାଉଥିଲା କାରଣ ସ୍ୱାମୀଙ୍କ ଉପରେ ଥିବା ରାଗକୁ ସୁଝାଉଥିଲା କଅଁଳ ଶିଶୁଙ୍କ ଉପରେ...

Advertisment