Advertisment

ବାବୁ ଚାଲାକ୍, ଚାଷୀ ଭକୁଆ

ଚାଷୀ ହେଲେ ଭକୁଆ, ବାବୁ ଗଲେ ବିଦେଶ। ଚାଷୀଙ୍କୁ ଭାଣ୍ଡିଆ କରି ବାବୁ ବୁଲିବେ ବିଦେଶ। ବାବୁଙ୍କ କାରସାଦିରେ ବଳି ପଡିଲା ଚାଷୀଙ୍କ ବୁଲା। ଭିସା ନ ହେବାରୁ ନେଦରଲାଣ୍ଡ ଯାଇପାରିଲେନି ଚାଷୀ। ଚାଷୀ ମେଳାରେ ଚାଷୀ ହୋଇ ଏଞ୍ଜୟ କରିବେ ବାବୁ।

author-image
Debendra Prusty
ବାବୁ ଚାଲାକ୍, ଚାଷୀ ଭକୁଆ

babu

ଚାଷୀ ହେଲେ ଭକୁଆ, ବାବୁ ଗଲେ ବିଦେଶ। ଚାଷୀଙ୍କୁ ଭାଣ୍ଡିଆ କରି ବାବୁ ବୁଲିବେ ବିଦେଶ। ବାବୁଙ୍କ କାରସାଦିରେ ବଳି ପଡିଲା ଚାଷୀଙ୍କ ବୁଲା। ଭିସା ନ ହେବାରୁ ନେଦରଲାଣ୍ଡ ଯାଇପାରିଲେନି ଚାଷୀ। ଚାଷୀ ମେଳାରେ ଚାଷୀ ହୋଇ ଏଞ୍ଜୟ କରିବେ ବାବୁ।

Advertisment

Clever Officer Holland Tour Innocent Farmer Odisha Farmer