ଏମିତି ବି ଆସେ ଶେଷ ସମୟ!

ପୂଜା ଚାଲିଥାଏ। ମାହୋଲ ଜମିଥାଏ। ନାଚ ଚାଲିଥାଏ। ଦର୍ଶକ ବି ଝୁମୁଥାନ୍ତି। ଆଉ ଝୁମାଉଥାନ୍ତି ହନୁମାନ। ଆଉ ଦର୍ଶକଙ୍କୁ ଝୁମେଇବା ସହ ସେ ଗଣୁଥାନ୍ତି ନିଜର ଶେଷ ନିଃଶ୍ୱାସ।