Advertisment

ଆଉ କେତେ ଠକିଲେ ଚେତିବେ?

ସାଇବର ଠକଙ୍କ ପାଲରେ ପଡ଼ି ଲୋକେ କେମିତି ଜୀବନ ହାରୁଛନ୍ତି, ସେ ସଂପର୍କରେ ଆମେ ଆପଣଙ୍କୁ କହିଥିଲୁ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ବଲାଙ୍ଗୀର ସହରରେ ଅନେକ ବ୍ୟକ୍ତି ମଧ୍ୟ ସାଇବର ଠକଙ୍କ ଶିକାର ହୋଇଛନ୍ତି।

author-image
Debendra Prusty
ଆଉ କେତେ ଠକିଲେ ଚେତିବେ?

mobile call

ସାଇବର ଠକଙ୍କ ପାଲରେ ପଡ଼ି ଲୋକେ କେମିତି ଜୀବନ ହାରୁଛନ୍ତି, ସେ ସଂପର୍କରେ ଆମେ ଆପଣଙ୍କୁ କହିଥିଲୁ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ବଲାଙ୍ଗୀର ସହରରେ ଅନେକ ବ୍ୟକ୍ତି ମଧ୍ୟ ସାଇବର ଠକଙ୍କ ଶିକାର ହୋଇଛନ୍ତି।

Advertisment

Cyber Crime Cyber Loot Cyber Cheating