ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ, ଝିଅ ବିଧାୟକ

ନବ କହୁଛନ୍ତି କେମିତି ମହିଳାମାନେ ନେତୃତ୍ୱ ନେଇ ଦେଶ ବିଦେଶରେ ନାଁ କରିଛନ୍ତି। ଶୁଣିଲେ ତ କାହା କାହାର ଉଦାହରଣ ସେ ଦେଲେ? ଆଉ ଓଡ଼ିଶାରେ ମଧ୍ୟ ସେହି ଯୁଗ ଆସୁଛି ବୋଲି କହୁଛନ୍ତି ନବବାବୁ। ତେବେ ନବଙ୍କ ଇସାରା କେଉଁ ଆଡ଼କୁ? ଏବେ ରାଜ୍ୟରେ ଜୋର ଧରିଛି ଉତ୍ତରାଧିକାରୀ ଏବଂ ନେତୃତ୍ୱ ପରିବର୍ତ୍ତନର ଚର୍ଚ୍ଚା।