ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ, ଝିଅ ବିଧାୟକ

<p>ନବ କହୁଛନ୍ତି କେମିତି ମହିଳାମାନେ ନେତୃତ୍ୱ ନେଇ ଦେଶ ବିଦେଶରେ ନାଁ କରିଛନ୍ତି। ଶୁଣିଲେ ତ କାହା କାହାର ଉଦାହରଣ ସେ ଦେଲେ? ଆଉ ଓଡ଼ିଶାରେ ମଧ୍ୟ ସେହି ଯୁଗ ଆସୁଛି ବୋଲି କହୁଛନ୍ତି ନବବାବୁ। ତେବେ ନବଙ୍କ ଇସାରା କେଉଁ ଆଡ଼କୁ? ଏବେ ରାଜ୍ୟରେ ଜୋର ଧରିଛି ଉତ୍ତରାଧିକାରୀ ଏବଂ ନେତୃତ୍ୱ ପରିବର୍ତ୍ତନର ଚର୍ଚ୍ଚା।</p>

Ordigital Desk
  • Published: Wednesday, 12 October 2022
  • Updated: 12 October 2022, 01:08 PM IST

Sports

Latest News

<p>ନବ କହୁଛନ୍ତି କେମିତି ମହିଳାମାନେ ନେତୃତ୍ୱ ନେଇ ଦେଶ ବିଦେଶରେ ନାଁ କରିଛନ୍ତି। ଶୁଣିଲେ ତ କାହା କାହାର ଉଦାହରଣ ସେ ଦେଲେ? ଆଉ ଓଡ଼ିଶାରେ ମଧ୍ୟ ସେହି ଯୁଗ ଆସୁଛି ବୋଲି କହୁଛନ୍ତି ନବବାବୁ। ତେବେ ନବଙ୍କ ଇସାରା କେଉଁ ଆଡ଼କୁ? ଏବେ ରାଜ୍ୟରେ ଜୋର ଧରିଛି ଉତ୍ତରାଧିକାରୀ ଏବଂ ନେତୃତ୍ୱ ପରିବର୍ତ୍ତନର ଚର୍ଚ୍ଚା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos