ବେକାର ଗଲା ଗାଙ୍ଗୁଲିଙ୍କ ଅର୍ଦ୍ଧଶତକ

<p>ଦାଦାଙ୍କ ହାତକୁ ଫେରିଲା ବ୍ୟାଟ୍। ନିଜର ନିଆରା ଅନ୍ଦାଜରେ ଅର୍ଦ୍ଧଶତକ ମଧ୍ୟ ହାସଲ କଲେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି। କିନ୍ତୁ ବାଜି ମାରିନେଲେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ତଥା ବିସିସିଆଇ ସେକ୍ରେଟାରୀଙ୍କ ଟିମ୍। ଜାଣନ୍ତୁ ପୂରା ଖବର ଏହି ଭିଡିଓରୁ...</p>

Ordigital Desk
  • Published: Friday, 25 December 2020
  • Updated: 25 December 2020, 12:09 PM IST

Sports

Latest News

<p>ଦାଦାଙ୍କ ହାତକୁ ଫେରିଲା ବ୍ୟାଟ୍। ନିଜର ନିଆରା ଅନ୍ଦାଜରେ ଅର୍ଦ୍ଧଶତକ ମଧ୍ୟ ହାସଲ କଲେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି। କିନ୍ତୁ ବାଜି ମାରିନେଲେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ତଥା ବିସିସିଆଇ ସେକ୍ରେଟାରୀଙ୍କ ଟିମ୍। ଜାଣନ୍ତୁ ପୂରା ଖବର ଏହି ଭିଡିଓରୁ...</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos