ଗ୍ରୀସ୍ ସଙ୍କଟ ଟଳିବା ପରେ ସେନସେକ୍ସ ୩୦୦ ପଏଣ୍ଟ ବଢିଲା

ମୁମ୍ୱାଇ: ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା ପରେ ଗ୍ରୀସ୍ ସଙ୍କଟ ଟଳିବା ଆଶାରେ ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚାକଙ୍କ ବୃଦ୍ଧି ପାଇଛି। ସୋମବାର ସେନସେକ୍ସ ୩୦୦ ପଏଣ୍ଟ ବୃଦ୍ଧି ପାଇ ୨୭ ହଜାର ୯୬୧ରେ ବନ୍ଦ ହୋଇଛି। କେବଳ କ୍ୟାପିଟାଲ ଗୁଡସକୁ ଛାଡ଼ି ଅନ୍ୟ ସବୁ କ୍ଷେତ୍ରର ସେୟାର ପ୍ରବଳ କିଣାବିକା ଦେଖିବାକୁ ମିଳିଥିଲା। ସେହିପରି ନିଫଟିରେ ମଧ୍ୟ ବୃଦ୍ଧି ଦେଖାଦେଇଥିଲା। ସୋମବାର ଏହା ୯୯ ପଏଣ୍ଟ ବଢ଼ି ୮ ହଜାର ୪୬୦ରେ କାରବାର ବନ୍ଦ ହୋଇଥିଲା।

BSE

BSE

Rakesh Mallick
  • Published: Monday, 13 July 2015
  • Updated: 13 July 2015, 02:28 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story