କେକେଆର୍‌ ଆଗରେ ବିଶାଳ ବିଜୟ ଲକ୍ଷ୍ୟ: ପ୍ରଥମ ଇଂନିସରେ ଦେଖିବାକୁ ମିଳିଲା ଛକାର ବର୍ଷା

କେକେଆର୍‌ ଆଗରେ ୨୧୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। କୋଲକାତା ଇଡେନ ଗାର୍ଡେନ ଠାରେ ଖେଳାଯାଉଥିବା ଆଇପିଏଲର ୪୧ ତମ ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଛି ୨୧୦ ରନ୍‌। ମୁମ୍ବାଇ ପକ୍ଷରୁ ଇସାନ କିଷନଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇଂନିସ ଦେଖିବାକୁ ମିଳିଥିଲା। ସେ  ୨୧ଟି ବଲ୍‌ରୁ ୬୨ ରନ୍‌ର ଆକର୍ଷଣୀୟ ପାଳି ଖେଳିଥିଲେ। ତାଙ୍କ ବ୍ୟତୀତ ବେନ୍‌ କଟିଂ ମଧ୍ୟ ଟପ୍‌ ଅର୍ଡରରେ ବ୍ୟାଟିଂ କରିବାକୁ ଆସି ୯ଟି […]

Kishan

Kishan

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 10:03 PM IST

Sports

Latest News

କେକେଆର୍‌ ଆଗରେ ୨୧୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। କୋଲକାତା ଇଡେନ ଗାର୍ଡେନ ଠାରେ ଖେଳାଯାଉଥିବା ଆଇପିଏଲର ୪୧ ତମ ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଛି ୨୧୦ ରନ୍‌। ମୁମ୍ବାଇ ପକ୍ଷରୁ ଇସାନ କିଷନଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇଂନିସ ଦେଖିବାକୁ ମିଳିଥିଲା। ସେ  ୨୧ଟି ବଲ୍‌ରୁ ୬୨ ରନ୍‌ର ଆକର୍ଷଣୀୟ ପାଳି ଖେଳିଥିଲେ। ତାଙ୍କ ବ୍ୟତୀତ ବେନ୍‌ କଟିଂ ମଧ୍ୟ ଟପ୍‌ ଅର୍ଡରରେ ବ୍ୟାଟିଂ କରିବାକୁ ଆସି ୯ଟି ବଲ୍‌ରୁ ୨୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ମୁମ୍ବାଇ ବ୍ୟାଟ୍ସମ୍ୟାନ୍‌ଙ୍କ ଆଗରେ କେକେଆର୍ ଟିମ୍‌ର କୌଣସି ବୋଲର୍‌ଙ୍କ ବଲ୍‌ କାମ କରିନଥିଲା। ମୁମ୍ବାଇର ଇଂନିସରେ ଆଜି ୧୪ଟି ଛକା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story