ଆଜି ଫାଇନାଲରେ ଭାରତ-ବାଂଲାଦେଶ ଟକ୍କର: କେଉଁ ଦଳରେ କିଏ ଖେଳୁଛି, ଜାଣନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍‌

ନୂଆଦିଲ୍ଲୀ: ଆଜି ଖେଳାଯିବ ନିଦାହସ୍ ତ୍ରିରାଷ୍ଟ୍ରୀୟ ଟ୍ରଫିର ଫାଇନାଲ ମ୍ୟାଚ୍ ।  ଭାରତକୁ ଭେଟିବ ୟଙ୍ଗ୍ ବ୍ରିଗେଡ ବାଂଲାଦେଶ ଟିମ୍।  ଗତ ଦୁଇଟି ମ୍ୟାଚ୍‌ରେ ବାଂଲାଦେଶକୁ ହରାଇଥିବା ଟିମ୍ ଇଣ୍ଡିଆକୁ ମାତ ଦେବା ପାଇଁ ଚେଷ୍ଟା କରିବ ଟିମ୍। ଅପରପକ୍ଷରେ ଟ୍ରଫିକୁ କବ୍‌ଜା  କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ।  ଗତ ତିନୋଟି ଟି-୨୦ ମ୍ୟାଚ୍‌କୁ ଅତି ସହଜରେ ଜିତି ନେଇଥିବା ଟିମ୍ ଇଣ୍ଡିଆର ମନୋବଳ ସୁଦୃଢ଼ ରହିଛି । ସିରିଜ୍‌ରେ ଲଗାତାର ଭାବେ […]

cricket

cricket

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 02:04 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଖେଳାଯିବ ନିଦାହସ୍ ତ୍ରିରାଷ୍ଟ୍ରୀୟ ଟ୍ରଫିର ଫାଇନାଲ ମ୍ୟାଚ୍ ।  ଭାରତକୁ ଭେଟିବ ୟଙ୍ଗ୍ ବ୍ରିଗେଡ ବାଂଲାଦେଶ ଟିମ୍।  ଗତ ଦୁଇଟି ମ୍ୟାଚ୍‌ରେ ବାଂଲାଦେଶକୁ ହରାଇଥିବା ଟିମ୍ ଇଣ୍ଡିଆକୁ ମାତ ଦେବା ପାଇଁ ଚେଷ୍ଟା କରିବ ଟିମ୍। ଅପରପକ୍ଷରେ ଟ୍ରଫିକୁ କବ୍‌ଜା  କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ।  ଗତ ତିନୋଟି ଟି-୨୦ ମ୍ୟାଚ୍‌କୁ ଅତି ସହଜରେ ଜିତି ନେଇଥିବା ଟିମ୍ ଇଣ୍ଡିଆର ମନୋବଳ ସୁଦୃଢ଼ ରହିଛି । ସିରିଜ୍‌ରେ ଲଗାତାର ଭାବେ ଭାରତଠୁ ପରାଜୟର ସ୍ୱାଦ ଚାଖିଛି ବାଂଲାଦେଶ। ଫର୍ମରେ ଥିବା ଟିମ୍ ଇଣ୍ଡିଆର ଓପନର୍ ଶିଖର ଧାୱନଙ୍କ ବ୍ୟାଟିଂ ଟିମ୍‌କୁ ଏକ ବଡ଼ ସ୍କୋରରେ ପହଞ୍ଚାଇ ପାରିବ ବୋଲି ଆଶା କରାଯାଉଛି।  ଏହାଛଡ଼ା ମିଡିଲ୍ ଅଡରରେ ସୁରେଶ ରାଇନା ଏବଂ ମନିଷ ପାଣ୍ଡେଙ୍କ ବ୍ୟାଟିଂ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ହେଲେ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛି କ୍ୟାପଟେନ୍ ରୋହିତ ଶର୍ମାଙ୍କ ଖରାପ ପ୍ରଦର୍ଶନ । ତଥାପି ଗତ ମ୍ୟାଚ୍‌ରେ ରୋହିତଙ୍କ ୮୯ ରନ୍ ପାଳିକୁ ପୁଣି ଥରେ ଦୋହରାଇବା ପାଇଁ ଦର୍ଶକ ଆଶା ରଖିଛନ୍ତି । ସେପଟେ ନୂଆ ଚେହେରା ୱାସିଂଟନ୍ ସୁନ୍ଦରଙ୍କ ଧୂଆଁଧାର ବୋଲିଂ ଟିମ୍‌କୁ  ବଳ ଯୋଗାଇଛି। ବାଂଲାଦେଶ ବିପକ୍ଷରେ ଗତ ମ୍ୟାଚ୍‌ରେ ୱାସିଂଟନ୍‌ ୩ଟି ୱିଇକେଟ ସମ୍ପୂର୍ଣ୍ଣ ମ୍ୟାଚ୍‌ର ଫଳାଫଳକୁ ବଦଳେଇଥିଲା। ଏହାସହ ଚହଲ୍ ଏବଂ ମହମ୍ମଦ ସିରାଜ୍ ମଧ୍ୟ ସାଜି ପାରନ୍ତି ଗେମ ଚେଞ୍ଜର। ଅପରପକ୍ଷେ ସାକିବ୍ ଅଲ୍ ହସନ୍‌ଙ୍କ ନେତୃତ୍ତ୍ୱରେ ବାଂଲା ଟିମ୍ କଡ଼ା ମୁକାବିଲା ଦେବ।  ଘରୋଇ ଶ୍ରୀଲଙ୍କାକୁ ହରାଇବା ପରେ ବାଂଲାଦେଶ ଆଟାକିଂ ମୁଡ୍‌ରେ ନଜର ଆସିଛନ୍ତି। ତେବେ ଟିମ୍‌ର ବ୍ୟାଟିଂ ଲାଇନ୍ ଏତେଟା ପ୍ରଭାବଶାଳୀ ନଜର ଆସୁନାହିଁ ।

କେବଳ ୱିକେଟ କିପର୍ ମୁସଫିକ୍ର ରେହମାନ୍‌ଙ୍କୁ ଛାଡ଼ି ବାକି କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ସଫଳ ହୋଇନାହାନ୍ତି । ତେଣୁ ଟିମ୍ ପାଇଁ ବ୍ୟାଟିଂ ସମସ୍ୟା ହୋଇପାରେ । ତଥାପି ଓପନର୍ ତମିମ୍ ଇକବାଲ୍ ଉପରେ ଭରସା କରିବ ଦଳ । ଏହାଛଡ଼ା ଓପନର୍ ତଥା ଟିମ୍‌ର ବରିଷ୍ଠ ଖେଳାଳି ମୁସ୍ଫିକର୍ ରେହମାନଙ୍କ ଉପରେ ସମସ୍ତଙ୍କ ନଜର ରହିବ। କଲୋମ୍ବୋ ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଟସ୍ । ଉଭୟ ଟିମ୍ ଟସ୍ ଜିତି ବିପକ୍ଷ ଟିମ୍‌କୁ ବଡ଼ ସ୍କୋର ଦେବା ପାଇଁ ଚେଷ୍ଟା କରିପାରନ୍ତି। ଏହି ମ୍ୟାଚ୍‌ର ସିଧା ପ୍ରସାରଣ ଡିହି ସ୍ପୋର୍ଟସରେ ହେବ। ସେହିପରି ଆପଣ ଏହାକୁ  Rishtey Cineplex/HD  ଏବହ ଜିଓ ଟିଭିରେ ଦେଖିପାରିବେ।

ଉଭୟ ପକ୍ଷରୁ କେଉଁ  ଖେଳାଳି ଆଜି ଖେଳିବେ
ଭାରତ

Rohit Sharma (C), Shikhar Dhawan, Suresh Raina, Dinesh Karthik, Manish Pandey, Jaydev Unadkat, Yuzvendra Chahal, Vijay Shankar, Shardul Thakur, Rishabh Pant, Washington Sundar, Lokesh Rahul, Axar Patel, Deepak Hooda and Mohammed Siraj
ବାଂଲାଦେଶ

Shakib Al Hasan (C), Mushfiqur Rahim, Tamim Iqbal, Mahmudullah, Rubel Hossain, Sabbir Rahman, Soumya Sarkar, Nazmul Islam, Liton Das, Taskin Ahmed, Mustafizur Rahman, Mehidy Hasan, Imrul Kayes, Ariful Haque, Nurul Hasan, Abu Hider Rony and Abu Jayed.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story