ସଫଳତା ଚାହୁଁଛନ୍ତି: ପୂଜା କରନ୍ତୁ ଏହି ଗଛ

ପୁରାଣ ଅନୁସାରେ କିଛି ପୁଜ୍ୟ ବୃକ୍ଷ ରହିଛି ଯାହା ଦେବାଦେବୀଙ୍କ ଅତ୍ୟନ୍ତ ପ୍ରିୟ। ଭଗବାନ ବୃକ୍ଷରେ ବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ତେଣୁ ବୃକ୍ଷର ସେବା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେବେ ଜାଣିବା କେଉଁ ବୃକ୍ଷ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ। ୧. ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଯେଉଁ ଘରେ ନିୟମିତ ଭାବେ ତୁଳସୀ ଗଛରେ ପାଣି ଚଢାଇଥାନ୍ତି ସେହି ଘରେ ଧନ ଅଭାବ […]

tulsi-vivaha

tulsi-vivaha

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 09:55 AM IST

ପୁରାଣ ଅନୁସାରେ କିଛି ପୁଜ୍ୟ ବୃକ୍ଷ ରହିଛି ଯାହା ଦେବାଦେବୀଙ୍କ ଅତ୍ୟନ୍ତ ପ୍ରିୟ। ଭଗବାନ ବୃକ୍ଷରେ ବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ତେଣୁ ବୃକ୍ଷର ସେବା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେବେ ଜାଣିବା କେଉଁ ବୃକ୍ଷ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ।

୧. ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଯେଉଁ ଘରେ ନିୟମିତ ଭାବେ ତୁଳସୀ ଗଛରେ ପାଣି ଚଢାଇଥାନ୍ତି ସେହି ଘରେ ଧନ ଅଭାବ ଦେଖାଯାଏ ନାହିଁ। ଉକ୍ତ ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରିଥାନ୍ତି।tree

୨. ଓସ୍ତ ଗଛରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଓସ୍ତଗଛ ପୂଜା କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ।

tree

୩.  ହିନ୍ଦୁ ଧର୍ମ ଅନୁସାରେ ବରଗଛ ଏକ ପବିତ୍ର ବୃକ୍ଷ। ମହିଳାମାନେ ବରଗଛକୁ ପୂଜା କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥା

୪.  ଅଁଳା ଗଛ ପୂଜା କରିବା ଦ୍ୱାରା ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ।

tree

୫. ବେଲପତ୍ର ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ। ବେଲ ଗଛ ପୂଜା କରିବା ଦ୍ୱାରା ଚାକିରିରେ ପଦନ୍ନୋତି ମିଳିବା ସହ ଅକାଳ ମୃତ୍ୟୁରୁ ରକ୍ଷା ମିଳିଥାଏ।

tree

୬. ଅଶୋକ ଗଛ ସବୁ ଦୁଖଃକୁ ନାଶ କରିଥାଏ। ଏହି ଗଛ ପୂଜା କରିବା ଦ୍ୱାର ମନୋକାମନା ଶୀଘ୍ର ପୂରଣ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story