ଶୂନ୍ୟକାଳରେ ଗୃହରେ ଉଠିଲା ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଗୃହ ୩ଟା ଯାଏଁ ମୁଲତବି, ସନ୍ଧ୍ୟାରେ ରୁଲିଂ ଦେବେ ବାଚସ୍ପତି