ରାଜ୍ୟବ୍ୟାପୀ ଆରଆଇମାନଙ୍କ ଆନ୍ଦୋଳନ ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ-ଆରଆଇ ମାନଙ୍କ ସମସ୍ତ ଦାବି ପୂରଣ ସମ୍ଭବ ନୁହେଁ, ୬ ମାସ ତଳେ ସେମାନଙ୍କ କେତେକ ଦାବି ପୂରଣ ହୋଇଥିଲା, ବର୍ତ୍ତମାନ ସେମାନଙ୍କ ସହ ଆଲୋଚନା ଜାରି ରହିଛି