ବ୍ରହ୍ମପୁର: ଆସିକାର କର୍ଣ୍ଣୋଳୀରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସର ଏନ୍‌କାଉଣ୍ଟର; ୨ ମାଉଜର ଓ ଗୋଟିଏ ବାଇକ୍‌ ଜବତ, ଏନ୍‌କାଉଣ୍ଟରରେ ଜଣେ ବାହାର ରାଜ୍ୟର ଅପରାଧୀ ଆହତ