ଭଦ୍ରକ: ବାଲିମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଏକ ଘରୋଇ ବସ୍‌, ୧୨ ଆହତ, ୩ ଗୁରୁତର, ବାସୁଦେବପୁରରୁ ଧାମରା ଯାଉଥିଲା