କେନ୍ଦ୍ରାପଡ଼ା: ରାଜକନିକା ବ୍ଲକ ନମତରା ଗାଁରେ ପାଣି ଟାଙ୍କି ଉଦଘାଟନ କଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ କଲ୍ୟାଣ ପାଣ୍ଠିରୁ ୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପାଣିଟାଙ୍କି