ଆଜିଠାରୁ ସମ୍ବଲପୁର-ଝାରସୁଗୁଡ଼ା- ରାଉରକେଲା ରୁଟ୍‌ ଦେଇ ଚାଲିଲା ରାଜଧାନୀ ଏକ୍ସପ୍ରେସ୍, ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ଧର୍ମେନ୍ଦ୍ର ପ୍ରଧାନ