ଆଜି ସାରା ଦେଶରେ ବିଜେପି ପାଳନ କରୁଛି ଉପବାସ ବ୍ରତ: ଭୁବନେଶ୍ୱର ପାର୍ଟି ଅଫିସ ସାମ୍ନାରେ ଉପବାସରେ ବସିଲେ ରାଷ୍ଟ୍ରୀୟ ଉପସଭାପତି ଓମ୍ ପ୍ରକାଶ ମାଥୁର; ବହୁ ନେତା ଓ କର୍ମୀ ସାମିଲ, ସୁନ୍ଦରଗଡ଼ ଡିଆରଡିଏ ସାମ୍ନାରେ ବସିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ