ବ୍ରହ୍ମଗିରି: ଚିଲିକା ସାତପଡ଼ାରୁ ଗଳିତ ମୃତଦେହ ଉଦ୍ଧାର, ମୃତକ ସ୍ଥାନୀୟ ଗବକୁଣ୍ଡ ଗାଁର; ୩ ଦିନ ହେଲା ମାଛ ଧରିବାକୁ ଯାଇ ନିଖୋଜ ଥିଲେ, ମୃତ୍ୟୁର କାରଣ ଅସ୍ପଷ୍ଟ