ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ମଞ୍ଚକୁ ଅଣ୍ଡା ଫିଙ୍ଗିଥିବା ମହିଳା ରାଜେଶ୍ୱରୀ କାମିଲାଙ୍କୁ ମିଳିଲା ସର୍ତ୍ତମୂକ ଜାମିନ; ୧୦ ହଜାର ଟଙ୍କାର ଦୁଇ ଜାମିନଦାର, ୫୦୦୦ ଟଙ୍କାର ବ୍ୟାଙ୍କ ଜମା ପ୍ରମୁଖ ସର୍ତ୍ତରେ ଜଳେଶ୍ୱର JMFC ରାଜେଶ୍ୱରୀଙ୍କୁ ଜାମିନ ଦେଇଛନ୍ତି