୭୨ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କହିଲେ- ଆମ ସରକାର ଚାଷୀ, ମହିଳା, ଯୁବକଙ୍କୁ ଗୁରୁତ୍ୱ ଦେଉଛି,ଏମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି