ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ବିଧାନସଭା ଓ ଲୋକସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ସହ ୨୫ ସୁଦ୍ଧା ସମସ୍ତ ପ୍ରାର୍ଥୀ ତାଲିକା ସିଇସିଙ୍କୁ ଦିଆଯିବ