୩ ବରିଷ୍ଠ କଂଗ୍ରେସ ନେତା ଚିରଂଜୀବ ବିଶ୍ୱାଳ, ନବ ଦାସ ଓ ପ୍ରଦୀପ ମାଝୀଙ୍କୁ ଦିଲ୍ଲୀ ଡାକରା: କାଲି ନବ ନିଯୁକ୍ତ ପ୍ରଭାରୀ, ସଂପାଦକମାନଙ୍କ ସହ ବୈଠକ, ୧୯ରେ ରାହୁଲ ଗାନ୍ଧିଙ୍କ ସହ ୩ କଂଗ୍ରେସ ନେତାଙ୍କ ବୈଠକ