କଟକ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ କହିଲେ- ଶୋ’ରୁମ୍‌ରେ ଅଗ୍ନିନିର୍ବାପନର କୌଣସି ବ୍ୟବସ୍ଥା ନଥିଲା, ସମସ୍ତ ନିୟମର ଉଲ୍ଲଂଘନ କରାଯାଇଛି