କଟକ ଶୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ କହିଲେ- ନିଆଁ ଲାଗିବା ପରେ ଲୋକେ ବାହାରକୁ ଯିବା ଲାଗି ଜରୁରୀକାଳିନ ରାସ୍ତା ରଖାଯାଇ ନାହିଁ