କଟକ: ରାଜ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ #BJP ପକ୍ଷରୁ ରିଟ୍ ପିଟିସନ ଦାଖଲ କଲେ ସମୀର ମହାନ୍ତି; ଆସନ୍ତାକାଲି ହୋଇପାରେ ଶୁଣାଣି