ଏବେ ଦିଲ୍ଲୀ ଏମ୍ସରୁ ଡିସ୍ ଚାର୍ଜ ହେବେନି ଜଗା, କାଳିଆ: ୫ ଜଣିଆ ବିଶେଷଜ୍ଞଙ୍କ ସହ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ- ଜଗା ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି, କାଳିଆ ଠିକ୍ ହୋଇନି, କାଳିଆ ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏମ୍ସରେ ରହିବେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।