ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂ ଗାଁରେ ହାତୀ ଆକ୍ରମଣରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ; ମୃତକ ବରଜୁ ସାହୁ, ବାଇଗଣ ତୋଳୁଥିବା ବେଳେ ବରଜୁଙ୍କୁ ଆକ୍ରମଣ କରିଥିଲା ହାତୀ